State

ଛତିଆ ପ୍ରାଥମିକ ସେବା ସମବାୟ ସମିତି କାର୍ଯାଳୟଠାରେ ଉତ୍କଳ ଦିବସ ପାଳନ

 

ଆଜି ଛତିଆ ପ୍ରାଥମିକ ସେବା ସମବାୟ ସମିତି କାର୍ଯାଳୟଠାରେ ଉତ୍କଳ ଦିବସ ପାଳନ କରାଯାଇଅଛି, କାର୍ଯାଳୟ ସମ୍ମୁଖରେ ରେ ଥିବା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ର ପ୍ରତିଷ୍ଠାତା ସମବାୟ ସମିତି ଆନ୍ଦୋଳନ ର କର୍ଣ୍ଣଧାର ଉତ୍କଳ ଗୌରବ ମଧୁ ବାବୁ ଙ୍କ ପ୍ରତି ମୂର୍ତ୍ତି ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲା, ସମବାୟ ସମିତି ଅଧକ୍ଷ ଭାଗ୍ୟଧର ମଲିକ ଙ୍କ ସଭାପତି ତ୍ବ ରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ସୋଲର ପଂଚାୟତ ସରପଞ୍ଚ ବିଜୟ ସ୍ୱାଇଁ ହରିହର ସାହୁ ଧୀରେନ୍ଦ୍ର ନାଥ ଧନେଶ୍ୱର ବେହେରା ପ୍ରମୁଖ, ଶୁଭ ଦୀପନ ସିଂହ ଅତିଥି ପରିଚୟ ଦେଇଥିବା ବେଳେ ମହେଶ୍ୱର ଗୋଛାୟତ ଧନ୍ୟବାଦ ଅର୍ପଣ କରିଥିଲେ,, ସ୍ୱତନ୍ତ୍ର ଉତ୍କଳ ଗଠନ ରେ ମଧୁ ମଧୁ ବାବୁ ଙ୍କରହିଥିବା ଅବଦାନ ସମ୍ପର୍କ ରେ ଆଲୋଚନା କରିଥିଲେ, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କରିପୋର୍ଟ

Related Articles

Back to top button