Religion
ବସନ୍ତ ମଙ୍ଗଳା ଙ୍କ ପୀଠ ସ୍ଥଳୀ ଠାରେ ତା 28,29,30ରିଖ ତିନି ଦିନ ବ୍ୟାପି ଗ୍ରାମ ର ବାର୍ଷିକ ଅଷ୍ଟ ପ୍ରହର ନାମ ଯଂଜ୍ଞ ଅନୁଷ୍ଠିତ


ସୋଲର ପଂଚାୟତ ପାଇକେରାପୁର ଦଳିତ ସାହି ସ୍ଥିତ ବସନ୍ତ ମଙ୍ଗଳା ଙ୍କ ପୀଠ ସ୍ଥଳୀ ଠାରେ ତା 28,29,30ରିଖ ତିନି ଦିନ ବ୍ୟାପି ଗ୍ରାମ ର ବାର୍ଷିକ ଅଷ୍ଟ ପ୍ରହର ନାମ ଯଂଜ୍ଞ ଅନୁଷ୍ଠିତ ହେଉଅଛି, ଅଜୟ ମଲିକ କର୍ତ୍ତା ଭାବେ ଦଧି ହାଣ୍ଡି ଧାରଣ କରିଥିବା ବେଳେ ପୁକକ ରାଧା ନାଥ ଦାଶ ବେଦ ପାଠ କରୁଥିବା ଦେଖିବାକୁ ମିଳିଛି,10ଗୋଟି ସଂକୀର୍ତନ ମଣ୍ଡଳୀ ଏହି ନାମ ଯଂଜ୍ଞ ରେ ଯୋଗ ଦେଇଛନ୍ତି, ଅକ୍ଷୟ ମଲିକ ପ୍ରଫୁଲ୍ଲ ସୁବାସ ତପନ କାଳନ୍ଦୀ ବଳରାମ ଦୁର୍ଯ୍ୟୋଧନ ବିଜୟ ବାହୁଡା଼ ଦିପୁନା ମନୋଜ କୈଳାସ ବିଦ୍ୟାଧର ଘନ ଶ୍ୟାମ ମଲିକ ଓ ନେତାଜୀ ପଣ୍ଡା ପ୍ରମୁଖ ଏହାକୁ ପରିଚାଳନା କରୁଥିବା ବେଳେ ସମସ୍ତ ଗ୍ରାମ ବାସି ଏଥିରେ ସହଯୋଗ କରୁଛନ୍ତି, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ,



