Education

2001ମାଟ୍ରିକ ବ୍ୟାଚ ଛତିଆ ହାଇସ୍କୁଲ ର ଏକ ବନ୍ଧୁ ମିଳନ କାର୍ଯ୍ୟ କ୍ରମ

2001ମାଟ୍ରିକ ବ୍ୟାଚ ଛତିଆ ହାଇସ୍କୁଲ ର ଏକ ବନ୍ଧୁ ମିଳନ କାର୍ଯ୍ୟ କ୍ରମ ଗତ କାଲି କଳକଳା ସ୍ଥିତ ଧିର ଫାର୍ମ ହାଉସ ଠାରେ ଅନୁଷ୍ଠିତ ହୋଇଯାଇଅଛି, ଦୀର୍ଘ 23ବର୍ଷ ପରେ ଉକ୍ତ ବନ୍ଧୁ ମିଳନ ପ୍ରଥମ ଥର ପାଇଁ ଆୟୋଜନ କରାଯାଇଥିଲା, ସମସ୍ତ ବନ୍ଧୁ ମାନେ ନିଜ ନିଜର ସପରିବାର କୁ ସାଙ୍ଗରେ ଧରି ଉପସ୍ଥିତ ରହିଥିଲେ ପୁରୁଣା ଦିନ ର ସ୍ମୃତି କୁ ମନ ପକାଇ ପରସ୍ପର କୁ ଶୁଭେଚ୍ଛା ଜଣାଇଥିଲେ, ରାକେଶ ନନ୍ଦ ବିଜୟ ସାହୁ ପ୍ରଦୀମ୍ନ ବେହେରା ଦିଲୀପ ସାହୁ ପ୍ରଦୀପ ସାହୁ ପ୍ରଭୁ ରଞ୍ଜନ ଓଝା ଡକ୍ଟର କାନୁ ଚରଣ ପଣ୍ଡା ଅସିତ ସାହୁ ପିତାମ୍ବର ବାରିକ ଲିଲିଆ ମମତା ତରୁଣୀ ବାଳା ମିକି ନମିତା ରାନୁ ପୁଷ୍ପା ଲତା ରୁନା ଓ ଲିଲି ରାଣୀ ପ୍ରମୁଖ କାର୍ଯ୍ୟ କ୍ରମ କୁ ପରିଚାଳନା କରିଥିବା ବେଳେ ଅନ୍ୟ ସମସ୍ତେ ଏଥିରେ ସହଯୋଗ କରିଥିଲେ, ନାଚ ଗୀତ ଓ ଭୋଜି ଭାତ କରି ଦିନ ଟିକୁ ଅତ୍ୟନ୍ତ ଆନନ୍ଦ ଉଲ୍ଲାସ ରେ ବିତାଇଥିଲେ, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ,

Related Articles

Back to top button