State

ମାନବ ସେବା ହିଁ ମାଧବ ସେବା ସଂଗଠନ ପକ୍ଷରୁ ଦେୟ ମୁକ୍ତ ଭୋଜନ ସେବା କାର୍ଯ୍ୟ

 ଅନ୍ନ ଦାନ ମହତ ଦାନ ଏହି ନ୍ୟାୟ ରେ ଆଜି ଛତିଆ ସ୍ଥିତ ମାନବ ସେବା ହିଁ ମାଧବ ସେବା ସଂଗଠନ ପକ୍ଷରୁ କଟକ ଶିଶୁ ଭବନ ରେ ଦୂର ଦୁରାନ୍ତ ରୁ ଆସିଥିବା ରୋଗୀ ଓ ରୋଗୀଙ୍କ ପରିଜନ ମାନଙ୍କ ପାଇଁ ଏକ ଦେୟ ମୁକ୍ତ ଭୋଜନ ସେବା କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଅଛି,ଅବସର ପ୍ରାପ୍ତ ଅଧ୍ୟାପକ ପବିତ୍ର ରଞ୍ଜନ ଦାଶ ସୁପରିଟେଣ୍ଡେଣ୍ଟ ଡାକ୍ତର ପ୍ରଦୀପ୍ତ କୁମାର ଜେନା ପିୟୁଷ ମଙ୍ଗୋଲିଆ ପ୍ରଦୀମ୍ନ ଜେନା ପ୍ରମୁଖ ଉପସ୍ଥିତ ରହି ସଂଗଠନ ର ସଦସ୍ୟ ମାନଙ୍କୁ ଉତ୍ସାହିତ କରାଇଥିଲେ, ସଂଗଠନ ପକ୍ଷରୁ ସର୍ବ ଶ୍ରୀ ନାରାୟଣ ପ୍ରସାଦ ସାହୁ ଜୟଦେବ ପ୍ରହରାଜ ଅନୁପମା ସାମଲ ଯୋଶନାରାଣୀ ପ୍ରଧାନ ଦିଲୀପ ଅଞ୍ଚଳ ବିଜୟ ରଣା ପୁରସ୍ତମ ପାଢ଼ୀ ବିଭୁତି ଭୂଷଣ ସାହୁ କମଳା କାନ୍ତ ଷେଣ୍ଢ ମନୋଜ ଲେଙ୍କା ଶକ୍ତି ରଞ୍ଜନ ସାହୁ ପ୍ରମୁଖ କାର୍ଯ୍ୟ କ୍ରମ କୁ ପରିଚାଳନା କରିଥିବା ବେଳେ ଅନ୍ୟ ସମସ୍ତେ ସହଯୋଗ କରିଥିଲେ, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ,

Related Articles

Back to top button