Religion

ଗୋପପୁର ଗ୍ରାମ ର ବାର୍ଷିକ ଅଷ୍ଟ ପ୍ରହର ନାମ ଯଂଜ୍ଞ

ନେଳିଆ ପଂଚାୟତ ଅଧୀନ ଗୋପପୁର ଗ୍ରାମ ର ବାର୍ଷିକ ଅଷ୍ଟ ପ୍ରହର ନାମ ଯଂଜ୍ଞ ଚଳିତ ମାସ 22ତାରିଖ ଠାରୁ 24ତାରିଖ ପର୍ଯ୍ୟନ୍ତ 3ଦିନ ବ୍ୟାପି ଅନୁଷ୍ଠିତ ହେଉଅଛି,15ଗୋଟି ସଂକୀର୍ତନ ମଣ୍ଡଳୀ ଏହି ନାମ ଯଂଜ୍ଞ ରେ ଯୋଗ ଦାନ କରି ଥିବା ଦେଖିବାକୁ ମିଳିଛି, ଦୁଇ ଦିନ ବ୍ୟାପି ସମସ୍ତ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଅଛି, ହୃଷିକେଶ ବାଉଳ କର୍ତ୍ତା ଭାବେ ଦଧି ହାଣ୍ଡି ଧାରଣ କରି ଥିବା ବେଳେ ପୂଜକ ଦିବାକର ପାଢ଼ୀ ବେଦ ମନ୍ତ୍ର ପାଠ କରୁଛନ୍ତି, ବିଧାୟକ ଅମର ପ୍ରସାଦ ଶତପଥି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଅମର ନାୟକ କ୍ୟାପଟେନ ରାଜ ନାରାୟଣ ମହାପାତ୍ର ନେଳିଆ ସରପଞ୍ଚ ଜୟନ୍ତୀ ସ୍ୱାଇଁ ସମିତି ସଭ୍ୟ ଗୀତାଞ୍ଜଳି ବେହେରା ଚମ୍ପା ପୁର ସରପଞ୍ଚ ସୁଲୋଚନା ପ୍ରଧାନ ସମିତି ସଭ୍ୟ ସତ୍ୟ ବ୍ରତ ବିଶ୍ୱାଳ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଗ୍ରାମ ବାସୀଙ୍କୁ ଉତ୍ସାହିତ କରାଇଥିଲେ, ଅଜୟ ନାୟକ ବିଜୟ ପ୍ରଧାନ ରାଧାନାଥ ସାହୁ ପ୍ରମୋଦ ବାଉଳ କପିଳ ପ୍ରଧାନ ସନାତନ ସ୍ୱାଇଁ ବଟକୃଷ୍ଣ ପ୍ରଧାନ ବାବୁଲି ସ୍ୱାଇଁ ପ୍ରମୁଖ କାର୍ଯ୍ୟ କ୍ରମ କୁ ପରିଚାଳନା କରିଥିବା ବେଳେ ସମସ୍ତ ଗ୍ରାମ ବାସି ଏଥିରେ ସହଯୋଗ କରୁଥିବା ଦେଖିବାକୁ ମିଳିଛି,ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ,

Related Articles

Back to top button