State

ଇସ୍କନ ମନ୍ଦିର ପକ୍ଷରୁ ଭାଗବତ କଥା ଓ ହରିନାମ ସଂକୀର୍ତନ

 

 ଆଜନେଳିଆ ପଂଚାୟତ ବିଦ୍ୟାଧର ପୁର ଗ୍ରାମ ର ଧର୍ମ ପ୍ରାଣାମହିଳା ଇସ୍କନ ମନ୍ଦିର ର ଭକସୁଲୋଚନା ନାଥ ଙ୍କ ପ୍ରଥମ ଶ୍ରାଧ ବାର୍ଷିକ ଉପଲକ୍ଷେ ମନ୍ଦିର ପକ୍ଷ ରୁ ଭାଗବତ କଥା ଓ ହରିନାମ ସଂକୀର୍ତନ ଅନୁଷ୍ଠିତ ହୋଇଥିଲା, ମନ୍ଦିର ର ପ୍ରମୁଖ ସଚି ପ୍ରାଣ ଧନ ଦାଶ ଓ ପ୍ରଜାପତି ଗୌତମ ଦାଶ ଏହାକୁ ପରିଚାଳନା କରିଥିବା ବେଳେ ବାବୁଲି ନାଥ କାବୁଲି ନାଥ ଅନିଲ ନାଥ ଅମିତ ନାଥ ଅତୁଲୀ ନାଥ ଓ ଅନ୍ୟ ସମସ୍ତ ଭକ୍ତ ବୃନ୍ଦ ଏଥିରେ ସହଯୋଗ କରିଥିଲେ, ସମସ୍ତ ଭକ୍ତ ଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ, ସମର୍ଥ ନିୟୁଜ

Related Articles

Back to top button