State

ଢେଙ୍କାନାଳ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ରେ ଫଗୁଦଶମୀ ନିତି ପାଳିତ

 

ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଫଗୁଦଶମୀ ନିତି ପାଳିତ ହୋଇଯାଇଛି। ସନ୍ଧ୍ୟା ଆଳତି ପରେ ଫଗୁ, ଖଜା, ଚଣା,ପେଡା ଲାଗି କରାଯାଇଥିଲା। ଭିତର ଫଗୁ ଉତ୍ସବ ପାଳନ କରାଯାଇଥିଲା। ଆସନ୍ତା କାଲିଠାରୁ ବାହାର ଫଗୁ ଉତ୍ସବ ପାଳନ କରାଯିବ। ପୂଜକ ମନସୁମନ ମିଶ୍ର ପାଳିଆସେବକ ସମ୍ଭୁନାଥ ମହାପାତ୍ର ପାଳିଆସେବକ ବ୍ରଜମୋହନ ମହାପାତ୍ର ସୁଆର ନିଳମଣୀ ଆଚାର୍ଯ୍ୟ କାହାଳିଆ ଟିକନ ବେହେରା ଓ ଜିମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତ ରେ ଏହି ଫଗୁଦଶମୀ ନିତି ପାଳନ କରାଯାଇଥିଲା।

Related Articles

Back to top button