State

ଖଣ୍ଡବନ୍ଧ ଠାରେ ବିଶ୍ୱ ଶାନ୍ତି ବ୍ରହ୍ମ ଏକାକ୍ଷର ମହା ଯଂଜ୍ଞ

 

 ଉଦାସ ଅନନ୍ତ ଶୂନ୍ୟ ଗୁମ୍ଫା ଖଣ୍ଡ ବନ୍ଧ ଠାରେ ଚଳିତ ମାସ 12ତାରିଖ ଠାରୁ 16ତାରିଖ ପର୍ଯ୍ୟନ୍ତ ପଞ୍ଚ ଦିବଶୀୟ ବିଶ୍ୱ ଶାନ୍ତି ବ୍ରହ୍ମ ଏକାକ୍ଷର ମହା ଯଂଜ୍ଞ ଅନୁଷ୍ଠିତ ହୋଇଯାଇଅଛି, ଉଦାସ ଆଶ୍ରମ ର ପିଠାଧୀସ ସ୍ୱାମୀ ଯଂଜ୍ଞଶ୍ୱ ରାନନ୍ଦ ମହାରାଜ ଙ୍କ ଅଧକ୍ଷ ଟାରେ ବ୍ରାହ୍ମ ମୁହୂର୍ତ୍ତ ରୁ ଶୂନ୍ୟ ବାସୀଙ୍କ ପ୍ରାତଃ ବିନତି ଷୋଡଶ ଉପଚାର ପୂଜା ଗୁରୁ ପୂଜା ସୂର୍ଯ୍ୟ ପୂଜା ଗୋପୁଜା ପୂର୍ଣ୍ଣାହୁତି ଅଖଣ୍ଡ ନାମ ସନ୍ଧ୍ୟା ରେ ପ୍ରବଚନ ଭଜନ ସମାରୋହ ଭାରତ ଲୀଳା ରେ ଖଣ୍ଡ ବନ୍ଧ ନିହଲ ପ୍ରସାଦ ପିଙ୍ଗୁଆ ଅଞ୍ଚଳ ର ଭାଇ ମା ଯୋଗ ଦେଇଥିଲେ, ପ୍ରଫୁଲ୍ଲ କୁମାର ମଲ୍ଲ ତାଙ୍କ ପତ୍ନୀ ଅନୁଲତା କର୍ତ୍ତା କର୍ତ୍ତୀ ଭାବେ ଆହୁତି ପ୍ରଦାନ କରିଥିଲେ, ଆଚାର୍ଯ୍ୟ ଖଗେଶ୍ୱର ରଥ ନୀଳମଣି ପଣ୍ଡା ବେଦ ପାଠ କରିଥିଲେ, ଉଦାସ ପନ୍ଥୀ ଭକ୍ତ ଙ୍କ ସୌଜନ୍ୟ ରୁ ସ୍କୁଲ ପିଲାଙ୍କୁ ପାଠ ଉପକରଣ ବିତରଣ କରିଥିଲେ ସ୍ୱାମିଜୀ, ବହୁ ଭକ୍ତ ମାନଙ୍କୁ ଅର୍ଣ୍ଣ ବସ୍ତ୍ର ସାହାଯ୍ୟ କରାଯାଇଥିଲା, ଉଦାସ ଆଶ୍ରମ ର ଆଜୀବନ ସେବକ ଦିବ୍ୟ ଲୋଚନ ଦାଶ ଯଂଜ୍ଞ କୁ ସୁ ପରିଚାଳନା କରିଥିଲେ, ବିଧାୟକ ସୁଧୀର କୁମାର ସାମଲ ପୂର୍ବତନ ବିଧାୟକ ସରୋଜ କୁମାର ସାମଲ ରାମଚନ୍ଦ୍ର ପାତ୍ର ସରପଞ୍ଚ ମଳୟ କୁମାର ମାଝୀ ଓ ସମିତି ସଭ୍ୟ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଭକ୍ତ ମାନଙ୍କୁ ଉତ୍ସାହିତ କରାଇଥିଲେ, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ,

Related Articles

Back to top button