State

ମାଇନୋରିଟି ୱଲଫେୟାର ସୋସାଇଟି ଜଗତସିଂହପୁର ତରଫରୁ କୃଷ୍ଣାନନ୍ଦପୁର ଥାନା ଅଧିକାରୀ ଶ୍ରୀଯୁକ୍ତ ଗୋପାଳ କୃଷ୍ଣ ଜେନା ଙ୍କୁ ଫୁଲ ତୋଳା ଅର୍ପଣ

 

କୃଷ୍ଣାନନ୍ଦପୁର ତା ୧୧-୦୩-୨୦୨୪ 

ମାଇନୋରିଟି ୱଲଫେୟାର ସୋସାଇଟି ଜଗତସିଂହପୁର ତରଫରୁ କୃଷ୍ଣାନନ୍ଦପୁର ଥାନା ଅଧିକାରୀ ଶ୍ରୀଯୁକ୍ତ ଗୋପାଳ କୃଷ୍ଣ ଜେନା ଙ୍କୁ ଫୁଲ ତୋଳା ଅର୍ପଣ କରି‌ ସମ୍ବର୍ଧନା ଓ ସୁସ୍ବାଗତମ ଜଣାଇଥିଲେ। କୃଷ୍ଣାନନ୍ଦପୁର ଥାନା ଅଞ୍ଚଳରେ ଦୃଢ଼ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଅନୁରୋଧ କରିଥିଲେ। ସେକ ସନାଓର ଅଲିଙ୍କ ନେତୃତ୍ୱରେ ମହମ୍ମଦ ସୋଏବ ହୋସେନ, କୋଷାଧ୍ୟକ୍ଷ ମହମ୍ମଦ ଜିକୀରିୟା, ଅଧ୍ୟକ୍ଷ 

ସେଖ ସଲାଉଦ୍ଦିନ, ସେକ୍ରେଟାରୀ ସେଖ ତୟୁବ ଅଲି, ଉପା ସେକ୍ରେଟାରୀ ମହମ୍ମଦ ହୋସେନ, ହାଫିଜ୍ ଉଦ୍ଦୀନ ଖାନ, ମିର୍ଜା ଅସଲମ ବେଗ୍, ମହମ୍ମଦ ଆବାସ, ସେଖ ଅଲାଉଦ୍ଦିନ, ସୟଦ ଫୁରକାନ ଅଲି ଉପସ୍ଥିତ ଥିଲେ।

ତିର୍ତ୍ତୋଲ ରୁ ସନାଓର ଅଲିଙ୍କ ରିପୋର୍ଟ ସମର୍ଥ ନିୟୂଜ ଓଡ଼ିଶା

Related Articles

Back to top button