Education

ସମ୍ମିଳନୀ କକ୍ଷ ଓ ଅତିରିକ୍ତ ଶ୍ରେଣୀ ଗୃହ ଉଦଘାଟିତ

 ଆଜି ମାନ୍ୟ ବର ବିଧାୟକ ଶ୍ରୀଯୁକ୍ତ ଅମର ପ୍ରସାଦ ଶତପଥି ଛତିଆ ସରକାରୀ ଉଚ୍ଚ ବିଦ୍ୟାଳୟ ର 21ଲକ୍ଷ ସରକାରୀ ଅଟକଳ ରେ ନିର୍ମାଣ ହୋଇଥିବା ସମ୍ମିଳନୀ କକ୍ଷ ଓ ଅତିରିକ୍ତ ଶ୍ରେଣୀ ଗୃହ କୁ ଉଦଘାଟନ କରିଛନ୍ତି,ପଂଚାୟତ ସମିତି ଅଧକ୍ଷା ମିନତୀ ସେନାପତିଜିଲ୍ଲା ପରିଷଦ ସଭ୍ୟ ଅରବିନ୍ଦ ସାମଲ ପୂର୍ବତନ ଅଧକ୍ଷ ଭାଗ୍ୟଧର ମଲିକ ଜୋନ ସଭାପତି ବାସୁଦେବ ସ୍ୱାଇଁ ନିରଞ୍ଜନ ସେନାପତି ଛତିଆ ସମିତି ସଭ୍ୟ ଦୀପକ ସାହୁ ନେଳିଆ ସରପଞ୍ଚ ଜୟନ୍ତୀ ସ୍ୱାଇଁ କୈଳାସ ରାଉତ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଅଶୋକ ପୃଷ୍ଟି CRCC ରଶ୍ମିରଂଜନ ଷେଣ୍ଢ ପ୍ରଦୂଷ ନାଥ ଗିରିଶ ପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ, ଏହି ଅବସର ରେ ବିଧାୟକ ଶ୍ରୀଯୁକ୍ତ ଶତପଥି ସମ୍ମିଳନୀ କକ୍ଷ ନିର୍ମାଣ କାର୍ଯ୍ୟ ରେ ଆତ୍ମ ସନ୍ତୋଷ ପ୍ରକାଶ କରି ବିଦ୍ୟାଳୟ ର ପୂର୍ବତନ SMC ଚେୟାର ପର୍ସନ ସର୍ବେଶ୍ୱର ରାଉଳ ଙ୍କୁ ସମ୍ମାନିତ କରିଥିଲେ,ଏହାପରେ ଛତିଆ ଇଛାନଗର ପାଟଣା ରେ 7ଲକ୍ଷ ସରକାରୀ ଅଟକଳ ରେ ନିର୍ମାଣ ହୋଇଥିଵା ଶ୍ରୀ ଦୁର୍ଗା କୋଠ ଘର ଓ 5ଲକ୍ଷ ଅଟକଳ ରେ ନିର୍ମାଣ ହୋଇଥିବା ଶ୍ରୀ ଦୁର୍ଗା ଗୋଷ୍ଠୀ କେନ୍ଦ୍ର ର ଶୁଭ ଉଦଘାଟନ କରିଥିଲେ, କପିଳ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ,

Related Articles

Back to top button