Education

ବଡ଼ଚଣା ଶିକ୍ଷା ମଣ୍ଡଳ ଅଧୀନ ଇଛାନଗର ପାଟଣା ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଆଜି ମହା ସମାରୋହ ରେ ଅନୁଷ୍ଠିତ

 

 

ବଡ଼ଚଣା ଶିକ୍ଷା ମଣ୍ଡଳ ଅଧୀନ ଇଛାନଗର ପାଟଣା ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଆଜି ମହା ସମାରୋହ ରେ ଅନୁଷ୍ଠିତ ହୋଇଯାଇଅଛି, ବଡ଼ଚଣା ଶିକ୍ଷା ମଣ୍ଡଳ ଅଧିକାରିଣୀ ଶ୍ରୀମତୀ ସବିତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତି ଛାତ୍ର ଛାତ୍ରୀ ଙ୍କୁ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ, ଗୁଣାତ୍ମକ ଶିକ୍ଷା ଉପରେ ଆଲୋକପାତ କରିଥିଲେ, ଛାତ୍ର ଛାତ୍ରୀ ମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ, ନାଚ ଗୀତ ଆଦି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟ କ୍ରମ ମାନ ପରିବେଷଣ କରାଯାଇଥିଲା,ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀମିନା କୁମାରୀ ଜେନା ସଭା କାର୍ଯ୍ୟ ପରିଚାଳନା କରିଥିଲେ,ଅବସର ପ୍ରାପ୍ତ ABEO ମମତା ଦାଶ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ,ଛତିଆ ପଂଚାୟତ ସରପଞ୍ଚ ରମେଶ ପୃଷ୍ଟି ଇଛାନଗର ପାଟଣା କ୍ଲ ଷ୍ଟର CRCC ରଶ୍ମିରଂଜନ ଷେଣ୍ଢ ମୋ ସ୍କୁଲ ଅଧକ୍ଷ ଅନନ୍ତ ଚରଣ ଷେଣ୍ଢ SMC ଚେୟାର ପର୍ସନ ସ୍ମାରକ ରଞ୍ଜନ ନାଥ ପୂର୍ବତନ CRCC ନାରାୟଣ ଚନ୍ଦ୍ର ପ୍ରଧାନ ପଦ୍ମନାଭ ପୁର UGME ସ୍କୁଲ ର ପ୍ରଧାନ ଶିକ୍ଷକ ବିଭୁତି ଭୂଷଣ ସାହୁ ନେଳିଆ UGME ସ୍କୁଲ ପ୍ରଧାନ ଶିକ୍ଷକ ମାନସ ରଞ୍ଜନ ଦାଶ ବିଦ୍ୟାଧର ପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ପ୍ରଭାତୀନି ପରିଡା ବୈରୀ କ୍ଲ ଷ୍ଟର CRCC ବିଜୟିନୀ ନନ୍ଦ ଶକୁନ୍ତଳା ପୁର କ୍ଲ ଷ୍ଟର CRCC ପ୍ରିୟତମା ଜେନା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ, ଶିକ୍ଷୟତ୍ରୀ ସସ୍ମିତା ଷଡ଼ଙ୍ଗୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବନ୍ଦିତା ପତି ଧନ୍ୟବାଦ ଅର୍ପଣ କରିଥିଲେ, ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ପରିଚାଳନା କମିଟି ସଭ୍ୟ ସଭ୍ୟା ପୁରାତନ ଛାତ୍ର ଛାତ୍ରୀ କର୍ମଚାରୀ ଓ ଅବିଭାବକ ମଣ୍ଡଳୀ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ,

Related Articles

Back to top button