Religion
ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମ ପୁର ବ୍ଲକ ଅନ୍ତର୍ଗତ ରାଇପୁର ଗ୍ରାମ ପଞ୍ଚୁମହାଦେବ ବାବା ସୋମେଶ୍ୱର ଶୈବପୀଠରେ ଆଜି ମହାଶିବରାତ୍ର


ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମ ପୁର ବ୍ଲକ ଅନ୍ତର୍ଗତ ରାଇପୁର ଗ୍ରାମ ପଞ୍ଚୁମହାଦେବ ବାବା ସୋମେଶ୍ୱର ଶୈବପୀଠରେ ଆଜି ମହାଶିବରାତ୍ରି ଉପଲକ୍ଷେ ବାବା ସୋମେଶ୍ୱର ନିକଟରେ ମନ୍ଦିର କୁ ସହଯୋଗକରିଥିବାରାଇପୁରଗୋବିନ୍ଦପୁରରଯୁବସାଙ୍ଗଠନିକ ଭକ୍ତ ଙ୍କସହଯୋଗରେ ବାବା ସୋମେଶ୍ୱରନିକଟରେ ୧୧୧୧ ଦୀପ ଦାନ ସହ ଅଷ୍ଟ ପହରି ନାମସଙ୍କ୍ରିତନ ଆୟୋଜନ କରିଥିଲେ ଏଥିରେ ମୁଖ୍ୟ ପୂଜକ ଧ୍ରୁବଚରଣ ପଣ୍ଡା ଭବାନୀ ଶଙ୍କର ପଣ୍ଡା ପ୍ରମୋଦ ଚନ୍ଦ୍ର ପଣ୍ଡା ଅମରେଶ ପଣ୍ଡା ବାବା ସୋମେଶ୍ୱର ଶୈବପୀଠରେ ପୂଜା ଅର୍ଚନା କରିଥିଲେ ଏବଂ ୧୧୧୧ ଦୀପ ଓ ଅଷ୍ଟ ପହଁରି ନାମ କୁ ଯୁବ ସାଙ୍ଗଠନିକ ମାନେ ସହଯୋଗ କରିଥିଲେ ବିଜୟ ସାହୁ ଅଭିରାମ ବେହେରା କୈଳାଶ ରାଣା ବିସୁନାଥ ବେହେରା ସରୋଜ କାନ୍ତ ବେହେରା ବ୍ରଜ କିଶୋର ସାହୁ ରାଇପୁର ଗୋବିନ୍ଦପୁର ଏବଂ ଦୂରଦୂରାନ୍ତରୁ ବହୁ ସଧାଳୁ ଭକ୍ତ ବାବା ସୋମେଶ୍ୱର ନିକଟରେ ମହାଦୀପ ଦର୍ଶନ ନିମନ୍ତେ ବହୁତ ସଧାଳୁ ଉପସ୍ତିତି ଥିଲେ



