Religion
ଆଜି ଜାଗର ପାଇଁ ଢେଙ୍କାନାଳ ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ଭିଡ଼


ଆଜି ପବିତ୍ର ମହା ଶିବରାତ୍ରି ଜାଗର ଉପଲକ୍ଷେ ଢେଙ୍କାନାଳ ବିଭିନ୍ନ ଶୈବପୀଠମାନଙ୍କରେ ଭକ୍ତମାନେ ନିଷ୍ଠାର ସହ ପୂଜାର୍ଚ୍ଚନା କରୁଛନ୍ତି । ପଞ୍ଚାମୃତ, କ୍ଷୀର, ପଇଡ଼, ବିଭିନ୍ନ ଫଲ , ବେଲପତ୍ର ଓ ବିଭିନ୍ନ ଭୋଗ ନେଇ ପୂଜାର୍ଚ୍ଚନା କରୁଛନ୍ତି।




