Religion

ବାର୍ଷିକ ଚବିଶ ପ୍ରହର ନାମ ଯଂଜ୍ଞ ଅନୁଷ୍ଠିତ

 

ଚମ୍ପାପୁର ପଂଚାୟତ ସପନପୁର ଗ୍ରାମ ର ସତ୍ୟନାରାୟଣ ଙ୍କ ବିଜେ ସ୍ଥଳୀ ଠାରେ ଚଳିତ ମାସ 5ତାରିଖ ଠାରୁ 9ତାରିଖ ପର୍ଯ୍ୟନ୍ତ 5ଦିନ ବ୍ୟାପି ଗ୍ରାମ ର ବାର୍ଷିକ ଚବିଶ ପ୍ରହର ନାମ ଯଂଜ୍ଞ ଅନୁଷ୍ଠିତ ହେଉଅଛି,30ଗୋଟି ସଂକୀର୍ତନ ମଣ୍ଡଳୀ ଏହି ନାମ ଯଂଜ୍ଞ ରେ ଯୋଗଦାନ କରିଛନ୍ତି, କ୍ଷୀରୋଦ ସ୍ୱାଇଁ କର୍ତ୍ତା ଭାବେ ଦଧି ହାଣ୍ଡି ଧାରଣ କରିଥିବା ବେଳେ ପୂଜକ ଶ୍ୟାମ ସୁନ୍ଦର ଶତପଥି ବେଦ ମନ୍ତ୍ର ପାଠ କରୁଥିବା ଦେଖିବାକୁ ମିଳିଛି, କଳକୀଶ୍ୱର ସଂକୀର୍ତନ ମଣ୍ଡଳୀ ସପନପୁର ଆନୁକୂଲ୍ୟରେ ଆୟୋଜିତ ଏହି ନାମଯଂଜ୍ଞ ରେ ଅଂକୁର ସ୍ୱାଇଁ ଅଶୋକ ସାହୁ ବାବନ ସ୍ୱାଇଁ ତରୁଣ ରାଉତ କୁମାର ସ୍ୱାଇଁ ଅମର ସ୍ୱାଇଁ ସୁବାସ ବେହେରା ଶରତ ରାଉତ ସୁଶାନ୍ତ ସାହୁ ଙ୍କ ସମେତ ସମସ୍ତ ଗ୍ରାମ ବାସି ସହଯୋଗ କରୁଛନ୍ତି, ତିନି ଦିନ ବ୍ୟାପି ସମସ୍ତ ଶ୍ରଦ୍ଧାଳୁ ଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଅଛି, ଉଦଯାପନୀ ଦିନ ଛତିଆ ବଟ ମଣିମା ଶ୍ରୀଯୁକ୍ତ ପ୍ରଦୁମ୍ନ କୁମାର ଦାଶ ଯୋଗ ଦେବାକୁ ସହମତି ପ୍ରଦାନ କରିଛନ୍ତି,ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button