Religion
ସୋଲର ରେ ବାର୍ଷିକ ଅଷ୍ଟ ପ୍ରହର ନାମଯଂଜ୍ଞ


: ସୋଲର ଦଳିତ ବସ୍ତି ରେ ଚଳିତ ମାସ 3ତାରିଖ ଠାରୁ 5ତାରିଖ ପର୍ଯ୍ୟନ୍ତ ତିନି ଦିନ ବ୍ୟାପି ଗ୍ରାମ ର ବାର୍ଷିକ ଅଷ୍ଟ ପ୍ରହର ନାମ ଯଂଜ୍ଞ ଅନୁଷ୍ଠିତ ହୋଇଯାଇଅଛି,10ଗୋଟି ସଂକୀର୍ତନ ମଣ୍ଡଳୀ ଏହି ନାମ ଯଂଜ୍ଞ ରେ ଯୋଗଦାନ କରିଥିଲେ, ପବିତ୍ର ମଲିକ କର୍ତ୍ତା ଭାବେ ଦଧି ହାଣ୍ଡି ଧାରଣ କରିଥିବା ବେଳେ ପୂଜକ ବିଷ୍ଣୁ ପ୍ରସାଦ ଦାଶ ବେଦ ମନ୍ତ୍ର ପାଠ କରିଥିଲେ, ଅକ୍ଷୟ ମଲିକ ଜିତନ ମଲିକ କାଁହୁଆ ମଲିକ ନିଧି ମଲିକ ଓ ପ୍ରକାଶ ମଲିକ ଏହାକୁ ପରିଚାଳନା କରିଥିବା ବେଳେ ସମସ୍ତ ଗ୍ରାମ ବାସି ଏଥିରେ ସହଯୋଗ କରି ଥିବା ଦେଖିବାକୁ ମିଳିଛି, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ



