Education

ବିଜ୍ଞାନ କେନ୍ଦ୍ର ର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ l

 

ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )ଜାତୀୟ ବିଜ୍ଞାନ ଦିବସ ଅବସରରେ ଓଡିଶା ର ମାନ୍ୟବର ମୁଖମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଦ୍ୱାରା ଆଭାସୀ ମାଧ୍ୟମରେ ମର୍ଜlକୁଦ ଠାରେ ବୌଦ୍ଧ ଜ଼ିଲ୍ଲା ର ବିଜ୍ଞାନ କେନ୍ଦ୍ର ର ଭିତ୍ତି ପ୍ରସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଜ଼ିଲ୍ଲା!ପାଳ ଙ୍କ କାର୍ଯ୍ୟl ଳ ୟ ସ୍ଥିତ ଓସ୍ୱାନ ହଲ ଠାରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦିପ କୁମାର ଅମାତ,ମାନ୍ୟବର ବିଧାୟକ କଣ୍ଟାମାଲ ତଥା ଜ଼ିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମହୀଧର ରଣା, ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷl ପ୍ରଭାସିନୀ ଦାଶ, ଅତିରିକ୍ତ ଜ଼ିଲ୍ଲାପାଳ ଦାରିଦ୍ର୍ୟ ଭଂଜନ ମଦନ ମୋହନ ପାତ୍ର,ଅଧ୍ୟକ୍ଷ, ବୌଦ୍ଧଗଡ଼ ଏନ. ଏ. ସି. ମୃତ୍ୟୁଞ୍ଜୟ ମିଶ୍ର, ଉପାଧ୍ୟ୍ୟକ୍ଷl ସୁବାସିନୀ ସେଠୀ ଏବଂ ସମସ୍ତ କାଉନସିଲର,ଜ଼ିଲ୍ଲା ଶିକ୍ଷାଧିକାରୀ ଗେନ୍ଦ୍ରl କୁଜୁର, ଅତିରିକ୍ତ ଜ଼ିଲ୍ଲା ଶିକ୍ଷl ଧି କାରୀ ଘନଶ୍ୟାମ ମେହେର, ସାଇନସ ସୁପରଭାଇଜର ଜୟନ୍ତ ପ୍ରଧାନ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ, ଅଧ୍ୟକ୍ଷ, ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ ପ୍ରକାଶ ଚନ୍ଦ୍ର ବେହେରା, ଡ଼. ପ୍ରବୀର ଦାସ, ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ,ବିଭିନ୍ନ ଶିକ୍ଷl ନୁଷ୍ଠାନ ର ଶିକ୍ଷକ, ଶିକ୍ଷୟତ୍ରୀ,ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ମାନେ ଆଭାସୀ ମାଧ୍ୟ ମ ରେ ଯୋଡି ହୋଇଥିଲେ l

Related Articles

Back to top button