State

ବଘିଆପଡା ଓ ଟିକରପଡା ଠାରେ ବିଜେପି ର କର୍ମୀ ସମ୍ମିଳନୀ ଅନୁଷ୍ଠିତ l

 

ବଘିଆପଡା ଓ ଟିକରପଡା ଠାରେ ବିଜେପି ର କର୍ମୀ ସମ୍ମିଳନୀ ଅନୁଷ୍ଠିତ l ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )ଆଜି ବଘିଆପଡା ଓ ଟିକରପଡା ଠାରେ ଭାରତୀୟ ଜନତା ପାର୍ଟି ତରଫରୁ କର୍ମୀ ସମ୍ମିଳନୀ ଅନୁଷ୍ଟିତ ହୋଇଯାଇଛି l ବୌଦ୍ଧ ନିର୍ବାଚନ ମଣ୍ଡଳୀ ର ବଘିଆପଡ଼ା ଠାରେ ଆୟୋଜିତ ବିଜେପି ର କର୍ମୀ ସମ୍ମିଳନୀ ରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁଶାନ୍ତ ପ୍ରଧାନ ଙ୍କ ନେତୃତ୍ୱ ରେ ଅନୁଷ୍ଟିତ ହୋଇଯାଇଛି। ହରଭଙ୍ଗା ବ୍ଲକ୍ ଉପାଧ୍ୟକ୍ଷ ସରୋଜ ପ୍ରଧାନ ଙ୍କ ସମେତ ବଘିଆପଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମରୁ ଶହ ଶହ କର୍ମୀ ତଥା ମହିଳା ମାନେ ଯୋଗ ଦେଇଥିଲେ। ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ରେ ବିଯେପି କିଭଳି ଅଧିକ ଭୋଟ ରେ ବିଜୟୀ ହେବା ଶହ ବିଜେପି ଦଳ କୁ କିପରି ମଜବୁତ୍ କରିହେବ ସେ ସମ୍ପର୍କ ରେ ଆଲୋଚନ କରାଯାଇଥିଲା।

ସେହିପରି ବୌଦ୍ଧ ନିର୍ବାଚନ ମଣ୍ଡଳୀ ର ଟିକର ପଡ଼ା ଠାରେ ଆୟୋଜିତ ବିଜେପି ର କର୍ମୀ ସମ୍ମିଳନୀ ରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁଶାନ୍ତ ପ୍ରଧାନ ଙ୍କ ନେତୃତ୍ୱ ରେ ଅନୁଷ୍ଟିତ ହୋଇଯାଇଛି। ହରଭଙ୍ଗା ବ୍ଲକ୍ ଉପାଧ୍ୟକ୍ଷ ସରୋଜ ପ୍ରଧାନ ଙ୍କ ସମେତ ଟିକରପଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମରୁ ଶତାଧିକ କର୍ମୀ ଯୋଗ ଦେଇଥିଲେ। ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ରେ ବିଯେପି କିଭଳି ଅଧିକ ଭୋଟ ରେ ବିଜୟୀ ହେବା ସେ ସମ୍ପର୍କ ରେ ଆଲୋଚନ କରାଯାଇଥିଲା।

Related Articles

Back to top button