Religion

ସାଇ ସତ୍ ଚରିତ ପରାୟଣ ଅନୁଷ୍ଠାନ ଢେଙ୍କାନାଳ ଆନୁକୁଲ୍ୟରେ ସାଇ ସତ୍ୟ ସାଗର ୱାଟର ପାର୍କ ( ଦୁଃଶାସନ ଦଳେଇ ଙ୍କ) ଯତନ ନଗର୍ ଠାରେ ୨୦୨୪ ର ବନ୍ଧୁ ମିଳନ

ଆଜି ସାଇ ସତ୍ ଚରିତ ପରାୟଣ ଅନୁଷ୍ଠାନ ଢେଙ୍କାନାଳ ଆନୁକୁଲ୍ୟରେ ସାଇ ସତ୍ୟ ସାଗର ୱାଟର ପାର୍କ ( ଦୁଃଶାସନ ଦଳେଇ ଙ୍କ) ଯତନ ନଗର୍ ଠାରେ ୨୦୨୪ ର ବନ୍ଧୁ ମିଳନ ବଣ ଭୋଜି ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ଶତାଧିକ ସାଇ ଆଶ୍ରିତ ସାଇ ପ୍ରେମି ଭାଇ ଓ ଭଉଣୀମାନେ ଯୋଗ ଦେଇଥିଲେ ଏଵଂ ତତ୍ ସହିତ କଟକ ରୁ ସାଇ ଦିବ୍ୟ ଲୀଳାର ପ୍ରଵଚକ ଶ୍ରୀ ସୁଭାନ୍ୱେଶ ରଥ ମହୋଦୟ, ବିଶିଷ୍ଟ କଣ୍ଠଶିଳ୍ପୀ ମୀନାକ୍ଷୀ ରଥ ମହୋଦୟା ଓସାଇ ପ୍ରାବଚିକା ସୁନୀତା ମହାପାତ୍ର ମହୋଦୟା ସହ ଅନେକ ବନ୍ଧୁ ଯୋଗଦାନ କରିଥିଲେ।ସୁନ୍ଦର ଅନୁକୂଳ ବାତାବରଣ ର ସୁନ୍ଦର ଛାୟାରେ ଅତିଥି ମାନଙ୍କ ସୁନ୍ଦର ସାଇ ଲୀଳା ସହ ସାଇ ଭଜନ ପରିବେଶକୁ ଆହ୍ଲାଦିତ କରୁଥିଲା।

ଏହି କାର୍ଯ୍ୟକ୍ରମକୁ ସାଇ ପରାୟଣ ର ସମସ୍ତ ସଦସ୍ୟ ପୂର୍ଣ୍ଣ ମାତ୍ରାରେ ସହଯୋଗ କରିଥିଲେ।

Related Articles

Back to top button