State
ଓଡ଼ିଶା ରାଜ୍ୟ ରାଜସ୍ଵ କ୍ଷେତ୍ର ଅଧିକାରୀ ସଂଘର ଆହ୍ୱାନକ୍ରମେ ଛଅ ଦଫା ଦାବୀରେ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ


ଓଡ଼ିଶା ରାଜ୍ୟ ରାଜସ୍ଵ କ୍ଷେତ୍ର ଅଧିକାରୀ ସଂଘର ଆହ୍ୱାନକ୍ରମେ ଛଅ ଦଫା ଦାବୀରେ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ………… କଟକ-ସମର୍ଥ ନିୟୁଜ-କଣ୍ଟାପଡ଼ା ବ୍ଳକ ତହସିଲ କାର୍ଯ୍ୟଳୟ ସମ୍ମୁଖରେବ୍ଳକର ସମସ୍ତ ରାଜ୍ୟସ୍ବନିରିକ୍ଷକ, ସହକାରୀ ନିରୀକ୍ଷକ, ଓ ସୁପରଭାଇଜର ମାନେ ଛଅଦଫା ଦାବି ପୂରଣ ପାଇଁ ୧୯ତାରିଖଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି I ଦାବୀ ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ରାଜସ୍ଵନିରୀକ୍ଷକମାନେ,ଜ୍ଞାନରଂଜନ ମଲ୍ଲିକ, ମାନସରଂଜନ ନାୟକ, କିଶୋର ସ୍ୱାଇଁ, ଯଶୋବନ୍ତ ପ୍ରଧାନ ଦେବସ୍ମିତା ଲେଙ୍କା,ତପନମୁଦୁଲି, ନୃସିଂହ ଚରଣାରାୟ, ସ୍ଵରଜ ବାରିକ,ନିର୍ମଳ ଦାସଜଣାଇଛନ୍ତି, କଣ୍ଟାପଡ଼ାରୁ ପୁଷ୍ପଲତା ଦୀକ୍ଷିତଙ୍କ ରିପୋର୍ଟ ସମର୍ଥ ନିୟୁଜ-




