Education
ମାଧ୍ୟମିକ ବୋଡ ପରୀକ୍ଷା ୨୦୨୩,


ମାଧ୍ୟମିକ ବୋଡ ପରୀକ୍ଷା ୨୦୨୩, ହାଜୀ ସେଖ ସମୀରୁଦ୍ଦିନ ସରକାରୀ ଉଚ୍ଚ ବିଦ୍ୟାଳୟ କୃଷ୍ଣାନନ୍ଦପୁର ର ପରୀକ୍ଷାର୍ଥୀମାନେ ଶାନ୍ତି ଶୃଙ୍ଖଳା ସହିତ ପ୍ରଥମ ଦିନର ଫାଷ୍ଟ ଲେଙ୍ଗୁୟେଜ (ଉର୍ଦ୍ଦୁ ତଥା ସାହିତ୍ୟ) ବାୟା ଅବଧୂତ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଆୟୋଜିତ ହୋଇଥିଲା ପରୀକ୍ଷାର୍ଥୀମାନେ ଖୁସି ଓ ଆନନ୍ଦରେ ଶାନ୍ତି ଶୃଙ୍ଖଳା ସହିତ ପରୀକ୍ଷା ଶେଷ କରିଥିଲା। ତିର୍ତ୍ତୋଲ ରୁ ସନାଓର ଅଲିଙ୍କ ରିପୋର୍ଟ ସମର୍ଥ ନିୟୁଜ ଓଡ଼ିଶା




