Education
ସରକାରୀ ଉଚ୍ଚ ବିଦ୍ୟାଳୟ ଛତିଆ କେନ୍ଦ୍ର ରେ ପରୀକ୍ଷା ଦେଲେ 194ଜଣ ଛାତ୍ର ଛାତ୍ରୀ


ଆଜି ମାଟ୍ରିକ ପରୀକ୍ଷା ର ପ୍ରଥମ ଦିନରେ ଛତିଆ କେନ୍ଦ୍ର ରେ ମୋଟ 197ଜଣ ପରୀକ୍ଷର୍ଥୀ ଙ୍କ ମଧ୍ୟରୁ 194ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ, ତିନି ଜଣ ଅନୁପସ୍ଥିତ ରହିଥିଲେ, ଏହି ସେଣ୍ଟର ରେ ଶଷିଦେବୀ ବାଳିକା ଉଚ୍ଚ ବିଦ୍ୟାଳୟ ଛତିଆ, ବୈରୀ ହାଇସ୍କୁଲ ଶ୍ରୀ ଅରବିନ୍ଦ ବିଦ୍ୟାପୀଠବ ନ୍ଦା ଳୋ ଓ ଗୋପୀନାଥ ପୁର ହାଇସ୍କୁଲ ର ଛାତ୍ର ଛାତ୍ରୀ ମାନେ ଶାନ୍ତି ଶୃଙ୍ଖଳା ତା ର ସହ ଆଜି ମାତୃଭାଷା ପରୀକ୍ଷା ଦେଇଥିଲେ, ପରୀକ୍ଷା ଆରମ୍ବ ରୁ BEO ବଡ଼ଚଣା ଶ୍ରୀମତୀ ସବିତା ସାହୁ ସେଣ୍ଟର ରେ ପହଂଚି ତଦାରଖ କରିଥିବା ଦେଖିବାକୁ ମିଳିଛି, ସୁପାରିଟେଣ୍ଡେଣ୍ଟ ପର୍ଶୁକାନ୍ତ ଜେନା ଙ୍କ ପ୍ରତେକ୍ଷ୍ୟ ତତ୍ୱା ବଧାନ ରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଅତି ସୁନ୍ଦର ଭାବରେ ପରୀକ୍ଷା ହଲ ଭିତରେ ରହି ପରୀକ୍ଷା ପରିଚାଳନା କରିଥିଲ, ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ,




