State

ନୂତନ ଜ଼ିଲ୍ଲା ପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଉପାନ୍ତ ଅଞ୍ଚଳ ଗସ୍ତ l

ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )

ବୌଦ୍ଧ ଜ଼ିଲ୍ଲା ହରଭଙ୍ଗା ବ୍ଲକ ଆଡେ ଣି ଗଡ଼ ପଂଚାୟତ ର ଦୁର୍ଗମ ଇଲାକା କଣ୍ଡ ରା କାଚ ପାଜୁ ହେଲେ ଆଗାମୀ ଏପ୍ରିଲ ମାସରେ ହେବାକୁ ଥୀବା ସାଧାରଣ ନିର୍ବାଚନ କାଚ ପାଜୁ ଠାରେ ଭୋଟ ଗ୍ରହଣ କେନ୍ଦ୍ର ଥିବାରୁ ବିଦ୍ୟାଳୟ ର ଭିତ୍ତି ଭୂମି ଯାହା ସମସ୍ୟା ରହିଛି ସେସବୁକୁ ତୁରନ୍ତ କାର୍ଯ୍ୟ କରିବା ପାଈଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିଁର୍ଧେଶ ଦେଇଥିଲେ ଗତକାଲି ନୂତନ ଜ଼ିଲ୍ଲା ପାଳ ଜେ ସୋନାଲ ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ ଏବଂ ଅନ୍ୟାନ୍ୟ ପଦସ୍ତ ଅଧିକାରୀ ଏହି ଗସ୍ତ ସମୟରେ ଉପସ୍ଥିତ ଥିଲେ ସେଠାରେ ପଂହଁଚି ବିଦ୍ୟାଳୟ ର ଦୁରବସ୍ଥା ପଚାରି ବୁଝିଥିଲେ ଯାହା ଯାହା ବୋଥ ସମୟରେ ବିଦ୍ୟାଳୟ ରେ ଦରକାର ତାହା ଯଥା ଶୀଘ୍ର କରିବା ପାଈଁ ନିଁର୍ଧେଶ ଦେଇଥିଲେ ଜ଼ିଲ୍ଲା ପାଳ ଗ୍ରାମରେ ପଂହଁଚିଲା ପରେ ଗ୍ରାମ ବାସି ରୁଣ୍ଡି ଯାଇଥିଲେ ଏବଂ ଘାଟି ପାହାଡ଼ ର ଦୂର ବସ୍ତା ବର୍ଣନା କରିଥିଲେ ଗ୍ରାମ ବାସୀଙ୍କ ମନରେ ଯେତେ ସମସ୍ୟା କଥା କହି ଦୁଃଖ ଲାଗୁଥିଲା ତା ଠୁ ବଳି ନୂତନ ଜ଼ିଲ୍ଲା ପାଳ ଗ୍ରାମରେ ପଂହଁଚି ଥିବାରୁ ବହୁତ ଖୁସି ବ୍ୟକ୍ତ କରିଥିଲେ l

Related Articles

Back to top button