State
କଣ୍ଟାମାଳରେ ନୂତନ ମା’ ଭାରତୀ ହିରୋ ସୋରୁମ ଶୁଭାରମ୍ଭ ।


କଣ୍ଟାମାଳ, ୧୯/୨: (ପ୍ରଭାତ କୁମାର ସାହୁ) ଦିନକୁ ଦିନ ବାଇକର ଚାହିଦା ବଢିବାରେ ଲାଗିଛି। ଏହାକୁ ଉପଲବ୍ଧ କରି ପ୍ରୋପାଇଟର ଟେନସନ ସାହୁ ବୌଦ୍ଧ ଜିଲ୍ଲା କଣ୍ଟାମାଳ କୋର୍ଟ ଛକ ନିକଟରେ ଏକ ହିରୋ ବାଇକ ସୋରୁମ ଗତ ୧୫ ତାରିଖ ଶୁଭାରମ୍ଭ ହୋଇଯାଇଛି। ଏହା ପୂର୍ବରୁ ଅନ୍ୟ ଏକ ହିରୋ ସୋରୁମ ଥିଲା, କିନ୍ତୁ ମାଲିକଙ୍କ ହଠାତ ଦେହାନ୍ତ ଯୋଗୁଁ ସେହି ସୋରୁମ ବନ୍ଦ ଥିବାରୁ ବିକଳ୍ପ ଭାବେ ଶ୍ରୀ ସାହୁ ଉକ୍ତ ସୋରୁମଖୋଲିଛନ୍ତି। ବଜାରର ମୂଲ୍ୟ ଠାରୁ କମ୍ ମୂଲ୍ୟରେ ବିକ୍ରି ପାଇଁ ପ୍ରସ୍ତୁତ ହୋଇଥିବା ମାଲିକ ପ୍ରଥମ ଦିନରେ ର୍ହି ୧୦ଟି ବାଇକ ବୁକିଙ୍ଗ ହୋଇଛି। ସେଥିରୁ ଅନୁମାନ କରାଯାଏ ସୋରୁମ ନିଶ୍ଚୟ ଆଗକୁ ଆଗକୁ ବଢିଚାଲିବା।
କଣ୍ଟାମାଳରୁ ପ୍ରଭାତ କୁମାର ସାହାଙ୍କ ରିପୋର୍ଟ ସମର୍ଥ କରୁଥିବା ନିୟୁଜ




