State
ରାମପୁର ରେ ଅଷ୍ଟ ପ୍ରହର ନାମଯଂଜ୍ଞ


ନେଳିଆ ଓ ମାଗୁରା ପଂଚାୟତ ର ସଂଯୋଗସ୍ଥଳୀ ରାମପୁର ଗ୍ରାମ ସ୍ଥିତ ନୃସିଂହ ଠାକୁର ଙ୍କ ବିଜେ ସ୍ଥଳୀ ଠାରେ ବାର୍ଷିକ ଅଷ୍ଟ ପ୍ରହର ନାମଯଂଜ୍ଞ ଅନୁଷ୍ଠିତ ହୋଇଯାଇଛି ପୂଜକ ସୁରେନ୍ଦ୍ର ପାଢ଼ୀ ବେଦ ମନ୍ତ୍ର ପାଠ କରିଥିବା ବେଳେ ଅନନ୍ତ କିଶୋର ଘଡେଇ କର୍ତ୍ତା ଭାବରେ ଦଧି ହାଣ୍ଡି ଧାରଣ କରିଥିଲେ,15ଗୋଟି ସଂକୀର୍ତନ ମଣ୍ଡଳୀ ଏହି ନାମଯଂଜ୍ଞ ରେ ଯୋଗ ଦାନ କରିଥିଲେ, ବିଧାୟକ ପ୍ରଶାନ୍ତ ବେହେରା ଜିଲ୍ଲା ପରିଷଦ ଉପାଧକ୍ଷ ଗଣେଶ୍ୱର ବରାଳ ସରପଞ୍ଚ ଜୟନ୍ତୀ ସ୍ୱାଇଁ ନେଳିଆ ସରପଞ୍ଚ ସୁଧୀର ରାଉତ ମାଗୁରା ସମିତି ସଭ୍ୟ ଭାରତୀ ହାତୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଗ୍ରାମ ବାସୀଙ୍କୁ ଉତ୍ସାହିତ କରାଇଥିଲେ, ସମସ୍ତ ଗ୍ରାମ ବାସି ଏଥିରେ ସହଯୋଗ କରିଥିଲେ, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ




