State

ମା ଗୋଜବାୟାଣୀ ଙ୍କ ବାର୍ଷିକ ଉତ୍ସବ

 

 ନେଳିଆ ପଂଚାୟତ ବିଦ୍ୟାଧର ପୁର ଧନେଶ୍ୱରୀ ପୀଠ ମା ଗୋଜବାୟାଣୀ ଙ୍କ ଅଠର ତମ ବାର୍ଷିକ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଅଛି, ମା ଙ୍କ ମୁଖ୍ୟ ସେବକ ପ୍ରତିଷ୍ଠାତା ପ୍ରମୋଦ ବେହେରା ଙ୍କ ପ୍ରତେକ୍ଷ୍ୟ ତତ୍ୱା ବଧାନ ରେ ଆୟୋଜିତ ଉତ୍ସବ ରେ ଅଶୋକ ବେହେରା ଓ ତାଙ୍କ ପତ୍ନୀ କିରଣ ବାଳା କର୍ତ୍ତା କର୍ତ୍ତୀ ଭାବରେ ଯଂଜ୍ଞ ମଣ୍ଡପ ରେବସି ଆହୁତି ପ୍ରଦାନ କରିଥିଲେ, ଅଙ୍କୁରୋପଣ କଳସ ଯାତ୍ରା ସୂର୍ଯ୍ୟ ପୂଜା ଚଣ୍ଡୀ ପାଠ ଓ ପୂର୍ଣ୍ଣାହୁତି ପରେ ପ୍ରସାଦ ସେବନ କରାଯାଇଥିଲା, ବିରଜା ମନ୍ଦିର ପୁରୋଧା ସରୋଜ କୁମର ପତି ଓ ପ୍ରତାପ କୁମର ପତି ବେଦ ମନ୍ତ୍ର ପାଠ କରିଥିଲେ, ସମସ୍ତ ଶ୍ରଦ୍ଧାଳୁ ଓ ଗ୍ରାମବାସୀ ଓ଼ଗେରେ ସହଯୋଗ କରିଥିଲେ, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ

Related Articles

Back to top button