State

ସହିଦ ଶଶାଙ୍କ ଶେଖର ସାମଲ ଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକ

ଆଜି ଛତିଆ ସେବକ ଜରା ନିବାସ ଠାରେ ସିଆଚିନ ରେ ସହିଦ ହୋଇଥିବା ଶଶାଙ୍କ ଶେଖର ସାମଲ ଙ୍କ ଦ୍ୱିତୀୟ ଶ୍ରାଧ ବାର୍ଷିକ ପାଳିତ ହୋଇଯାଇଅଛି, ଶଶାଙ୍କ ଙ୍କ ପିତାସହିଦ ଯଦୁନାଥ ସାମଲ ମଧ୍ୟ କାର୍ଗିଲ ଯୁଦ୍ଧ୍ୟ ରେ ସହିଦ ହୋଇଥିଲେ, ତେଣୁ ଏଭଳି ଏକ ସହିଦ ପରିବାର ଙ୍କୁ ସମସ୍ତେ ଭକ୍ତି ପୁତ ପ୍ରଣାମ ଜଣାଇଥିଲେ, ଏହି ଉପଲକ୍ଷେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭା ରେ ଶଶାଙ୍କ ଙ୍କ ମା ସନ୍ଧ୍ୟା ରାଣୀ, ଜିଲ୍ଲା ପରିଷଦ ଉପାଧକ୍ଷ ଗଣେଶ୍ୱର ବରାଳ ସୋଲର ପୂର୍ବତନ ସରପଞ୍ଚ ନୀଳମଣି ରାଉତ ଛତିଆ ସରପଞ୍ଚ ରମେଶ ପୃଷ୍ଟି ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ ପ୍ରଧାନ ସମାଜସେବୀ ଶିଶିର କୁମାର ସାମଲ ପ୍ରଭାତ ଲେଙ୍କା ରମାକାନ୍ତ ନନ୍ଦ ଅଶୋକ ସ୍ୱାଇଁ ଚନ୍ଦ୍ରମଣୀ ସାମଲ କାର୍ତିକ ସାହୁ ଓ ସୁରେଶ ବିଶ୍ୱାଳ ପ୍ରମୁଖ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ, ଅମର ଆତ୍ମା ର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ 

Related Articles

Back to top button