State

ଧୀଶ ବାଁଛୁ ବାବା ଙ୍କ 79ତମ ଶ୍ରାଧ ବାର୍ଷିକ ଆଜି ମଠ ପରିସର ମଧ୍ୟରେ ଅନୁଷ୍ଠିତ

 

ମଠା ଧୀଶ ବାଁଛୁ ବାବାଙ୍କ ଶ୍ରାଧ ବାର୍ଷିକ ଛତିଆ ଅମରବତୀ ମଠ ର ମଠା ଧୀଶ ବାଁଛୁ ବାବା ଙ୍କ 79ତମ ଶ୍ରାଧ ବାର୍ଷିକ ଆଜି ମଠ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଅଛି ପ୍ରାତଃ ରୁ ଯଥା ରୀତି ଓ ନୀତି ଅନୁସାରେ ବାଁଛୁ ବାବାଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ପୂଜାର୍ଚନା ନବ ବସ୍ତ୍ର ପରିଧାନ ନାମ ସଂକୀର୍ତନ ଓ ପ୍ରସାଦ ସେବନ ଆଦି କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା, ମଠ ପରିଚାଳନା କମିଟି ପକ୍ଷରୁ ବିପିନି ବିଶ୍ୱାଳ ତଥା ସମସ୍ତ ସଭ୍ୟ ବୃନ୍ଦ କାର୍ଯ୍ୟକ୍ରମ କୁ ଅତି ସୁନ୍ଦର ଭାବରେ ପରିଚାଳନା କରିଥିଲେ, ଜିଲ୍ଲା ପରିଷଦ ଉପାଧକ୍ଷ ଗଣେଶ୍ୱର ବରାଳ ଓ ତାଙ୍କ ଧର୍ମ ପତ୍ନୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଥିବାବେଳେ ଦିଲୀପ ରାଉତ ଗିରିଶ ପାତ୍ର ଉମାକାନ୍ତ ନାୟକ ଗେଡ଼ ବିଶ୍ୱାଳ ସେନ୍ତେ ରା ବିଶ୍ୱାଳ ବିଜୟ ଲେଙ୍କା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ,ବାଁଛୁ ବାବାଙ୍କ ତ୍ୟାଗପୁତ ଜୀବନ ସମ୍ପର୍କ ରେ ଆଲୋଚନା କରାଯାଇଥିଲା, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ

Related Articles

Back to top button