Religion

ଛତିଆ ସତସଙ୍ଗ ଶ୍ରୀ ମନ୍ଦିର ରେ ପୂଜନୀୟ ଅଭି୍କ ଦା ଙ୍କ ଶୁଭ ପଦାର୍ପଣ

ପରମ ପ୍ରମ ମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ଅହେତୁକ ଦୟା ରୁ ଆଜି ଛତିଆ ସତସଙ୍ଗ ଶ୍ରୀ ମନ୍ଦିର ରେ ସତସଙ୍ଗ ର ଉଦୀୟମାନ ଯୁବ ପ୍ରତିଭା ପରମ ପୂଜନୀୟ ଅଭି୍କ ଦା (ଅଭି୍କ ଚକ୍ରବର୍ତ୍ତୀ )ଶୁଭ ପଦାର୍ପଣ କରିଛନ୍ତି, ଛୋଟ ଛୋଟ ଶିଶୁ ଙ୍କୁ ଖଡ଼ି ଛୁଆଁଇଥିଲେ ନିବେଦନ ଆବେଦନ ପ୍ରଣାମୀ ନାମ କରଣ ଓ ବ୍ୟକ୍ତି ଗତ ସମସ୍ୟା ର ସମାଧାନ କଥା କହିଥିଲେ, ବିଭିର୍ନ ରୋଗ ର ନିରାକରଣ ସମ୍ପର୍କ ରେ ଉପାୟ ବତାଇଥିଲେ, ଚଣ୍ଡିଖୋଲ ସତସଙ୍ଗ ବିହାର ସଭାପତି ସହ ପ୍ରତି ଋତ୍ଵିକ ସତ୍ୟ ପିର ନାୟକ ଛତିଆ କେନ୍ଦ୍ର ସମ୍ପାଦକ ଫକୀର ଚରଣ ପୃଷ୍ଟି ବାମନ ଚରଣ ସାହୁ ନାରାୟଣ ଚନ୍ଦ୍ର ପ୍ରଧାନ ଅଧର୍ଜୁ କର୍ମୀ ସନାତନ ଲେଙ୍କା ଧର୍ମ ଯାଜକ କାର୍ତିକ ଚନ୍ଦ୍ର ରାଉତ ଶଶୀ ଭୁଷଣ ପ୍ରଧାନ ଗଣେଶ୍ୱର ସାହୁ ହେମନ୍ତ ନାୟକ ଅନନ୍ତ ଚରଣ ସାମଲ ଭାଗ୍ୟଧର ଵେଜ ଦେବେନ୍ଦ୍ର ସାହୁ ଅଜୟ ଲେଙ୍କା ପ୍ରମୋଦ ପ୍ରତିହାରୀ ବଂଶୀଧର ଲେଙ୍କା ନିର୍ମାଲ୍ୟ ପ୍ରଧାନ ହିମାଂଶୁ ପଣ୍ଡା ଭିକାରି ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅନ୍ୟ ସମସ୍ତ ଗୁରୁ ଭାଇ ଓ ମା ମାନେ ସହଯୋଗ କରିଥିଲେ, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ

Related Articles

Back to top button