Religion
ବାର୍ଷିକ ଅଷ୍ଟ ପ୍ରହର ନାମ ଯଂଜ୍ଞ


ଛତିଆ ନୟା ପାଟଣା ଚାନ୍ଦିଆ ସାହି ସ୍ଥିତ ମା ମଙ୍ଗଳା ଙ୍କ ମନ୍ଦିର ପ୍ରାଙ୍ଗଣରେ ଗତ କାଲି ଠାରୁ 3ଦିନ ବ୍ୟାପି ଗ୍ରାମ ର ବାର୍ଷିକ ଅଷ୍ଟ ପ୍ରହର ନାମ ଯଂଜ୍ଞ ଅନୁଷ୍ଠିତ ହେଉଅଛି, ନାରାୟଣ ନାଥ ଙ୍କ ପ୍ରତେକ୍ଷ୍ୟ ତତ୍ୱା ବଧାନ ରେ ଆୟୋଜିତ ନାମ ଯଂଜ୍ଞ ରେ ପବିତ୍ର ନାୟକ ଦଧି ହାଣ୍ଡି ଧାରଣ କରିଛନ୍ତି,5ଗୋଟି ସଂକୀର୍ତନ ମଣ୍ଡଳୀ ଯୋଗ ଦାନ କରିଛନ୍ତି ଦୁଇ ଦିନ ବ୍ୟାପି ସମସ୍ତ ଶ୍ରଦ୍ଧାଳୁ ଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଅଛି, ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ଅଂଚଳ ର ବହୁ ଜ୍ଞାନୀ ଗୁଣି ଓ ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇ ଗ୍ରାମ ବାସି ଙ୍କୁ ଉତ୍ସାହିତ କରାଇଛନ୍ତି, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ



