State
ଓଷ୍ଟା ସମ୍ପାଦକ ଙ୍କ ମାତୃ ବିୟୋଗ


ବଡ଼ଚଣା ବ୍ଳକ ଓଷ୍ଟା ଶିକ୍ଷକ ସଂଘ ର ସମ୍ପାଦକ ସତ୍ୟବାଦୀ ପଣ୍ଡା ଙ୍କ ର ଗତ କାଲି ମାତୃ ବିୟୋଗ ଘଟିଛି,ସତ୍ୟବାଦୀ ପଣ୍ଡା ଙ୍କ ଘର ଛତିଆ ନିକଟସ୍ଥ ସମସରପୁର ଗ୍ରାମରେ,ତାଙ୍କ ମା ସ୍ବର୍ଗତ ଲକ୍ଷ୍ମୀ ଦେବୀ (96)ବାର୍ଦ୍ଧକ୍ୟ ଜନିତ ରୋଗ ରେ ଅଳ୍ପ କିଛି ଦିନ ହେବ ଶଯ୍ୟା ସାଇ ଥିଲେ, ଗତ କାଲି ତାଙ୍କ ନିଜ ବାସ ଭବନ ଠାରେ ପରଲୋକ ହୋଇଥିଲା,ମୃତ୍ୟୁ ଶଯ୍ୟା ନିକଟରେ ତିନି ପୁଅ ବୋହୁ ନାତି ନାତୁଣୀ ଜ୍ଞାତି କୁଟୁମ୍ଭ ଆତ୍ମୀୟ ସ୍ୱଜନ ସମସ୍ତେ ଉପସ୍ଥିତ ଥିଲେ, ସ୍ବର୍ଗତ ଲକ୍ଷ୍ମୀ ଦେବୀ ଥିଲେ ଜଣେ ଅତ୍ୟନ୍ତ ମିଷ୍ଟ ଭାସି ପରୋପକାରୀ ଓ ଧର୍ମ ପରାୟଣା ମହିଳା, ତାଙ୍କ ମୃତ୍ୟୁ ରେ ସ୍ଥାନୀୟ ଅଂଚଳ ରେ ଶୋକ ର ଛାଇଖେଳିଯାଇଥିବା ଦେଖିବାକୁ ମିଳିଛି, ଗ୍ରାମ ସ୍ମଶାନ ରେ ତାଙ୍କର ଶେଷ କୃତ୍ୟ ସମ୍ପର୍ଣ୍ଣ କରାଯାଇଥିଲା,ସାନ ପୁଅ ହରିଶଙ୍କର ବିଦ୍ୟା ପୀଠ ର ସଂସ୍କୃତ ଶିକ୍ଷକ ତଥା ବ୍ଳକ ଶିକ୍ଷକ ସଂଘ ଓଷ୍ଟା ସମ୍ପାଦକ ସତ୍ୟ ବାଦୀ ପଣ୍ଡା ମୁଖାଗ୍ନି ଦେଇଥିଲେ, ଗ୍ରାମ ର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ସବାଧାର ରେ ସାମିଲ ହୋଇଥିଲେ,




