Education

ସିଦ୍ଧେଶ୍ବରୀ ଫାଉଣ୍ଡେସନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଆଦୃତି ଶିଶୁଗୃହଠାରେ ବିଭିନ୍ନ କାର୍ଯ୍ୟକ୍ରମ। 

ରିପୋର୍ଟ -ଦୀପ ନାରାୟଣ ଷଡ଼ଙ୍ଗୀ ସମର୍ଥ ନ୍ୟୁଜ ଢେଙ୍କାନାଳ 

Place -ଢେଙ୍କାନାଳ

Date -10,02,24

Faramat -AVO

Anchor -ସିଦ୍ଧେଶ୍ବରୀ ଫାଉଣ୍ଡେସନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଆଦୃତି ଶିଶୁଗୃହଠାରେ କୁନିକୁନି ପିଲାମାନଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିଲା। ଶିଶୁଗୃହର ପରିସରରେ ପିଲାମାନଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ବକ୍ତୃତା ଆଦି ପ୍ରତିଯୋଗୀତା ହୋଇଥିଲା ଇଥିଲା। ଟ୍ରଷ୍ଟର ଉପଦେଷ୍ଟା ରତନ ନାୟାର, ରଶ୍ମିକାନ୍ତ ସାହୁ,ପରିଚାଳନା ନିର୍ଦ୍ଦେଶୀକା ସାଗରିକା ମିଶ୍ର, କୋଷାଧ୍ୟକ୍ଷ ପ୍ରିୟଙ୍କା ରାଉତ,ଟ୍ରଷ୍ଟି ଶେଷଦେବ ରଥ,ଶ୍ରୀମନ୍ତ ପରିଡା,ରାଜେନ୍ଦ୍ର ପାଣି, ପ୍ରିୟତମ ମହାକୁଡ ପ୍ରମୁଖ କାର୍ଯ୍ୟକ୍ରମ ପଳିଚାଳନା କରିଥିଲେ। 

ଚିତ୍ରାଙ୍କନ ବିଭାଗରେ କୃତୀ ପ୍ରତିଯୋଗୀ ମାନଙ୍କୁ ପୂର୍ତ୍ତିଙ୍କୁ ଟ୍ରଫି ସହ ପୁରସ୍କୃତ କରାଯାଇଥିଲା। ସମସ୍ତ କୁନିକୁନି ପିଲାମାନଙ୍କୁ ମହାପୁରୁଷଙ୍କ ଆତ୍ମଜୀବନୀ ପୁସ୍ତକ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ଆଦୃତାର ସୁପରିନଟେଣ୍ଡେଣ୍ଟ ନୀଳମଣି ମହାପାତ୍ର ଓ ମ୍ଯାନେଜର ସୁଶାନ୍ତ ପଟ୍ଟନାୟକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Related Articles

Back to top button