ସୋଲର ପ୍ରକଳ୍ପ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ବାର୍ଷିକ ଉତ୍ସବ ଅବସରରେ ନୂତନ ଶ୍ରେଣୀ ଗୃହର ଉଦ୍ଘାଟନ।


ଛତିଆ ା,୧୦।୨,(ଆ ି; ପ୍ର) ବଡ଼ଚଣା ବ୍ଲକ ଅନ୍ତର୍ଗତ ସୋଲର ସ୍ଥିତ ସୋଲର ପ୍ରକଳ୍ପ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ନୂତନ ଶ୍ରେଣୀଗୃହ ଉଦ୍ଘାଟନ ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ଯୋଗ ଦେଇ ଥିଲେ। ସମ୍ମାନିତ ଅତିଥି ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନତି ସେନାପତିଜିଲ୍ଲା ପରିଷଦ ସଭ୍ୟ ଅରବିନ୍ଦ ସାମଲ , ପୂର୍ବତନ ଆତ୍ମାର ଅଧକ୍ଷ ନିରଞ୍ଜନ ସେନାପତି, ୧୬ ନମ୍ୱର୍ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ଜଚିନ୍ଦ୍ର ପ୍ରସାଦ ନାୟକ, ସୋଲର ସରପଂଚ ବିଜୟ ସ୍ୱାଇଁ,ସମିତି ସଭ୍ୟ ସଞ୍ଜୟ ବେହେରା ଶିକ୍ଷା କମିଟି ଅଧକ୍ଷ ମାଧବାନନ୍ଦ ମହାପାତ୍ର ,,ଚମ୍ପା ପୁରର ପୂର୍ବତନ ସରପଞ୍ଚ ବାସୁଦେବ ସ୍ୱାଇଁ, , ନେଳିଆ ସରପଞ୍ଚ ଜୟନ୍ତୀ ସ୍ୱାଇଁ , ସୋଲର ପ୍ରକଳ୍ପ ଉନ୍ନୀତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଆନନ୍ଦ ଚନ୍ଦ୍ର ସେଠୀ, ଅବସର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ଜେନା, ଇଚ୍ଛା ନଗର କ୍ଳଷ୍ଟର ର ସି ଆର ସି ସି ରଶ୍ମିରଞ୍ଜନ ଷେଣ୍ଢ,ପ୍ରାକ୍ତନ ସଭାପତି ୀ ରମେଶ ଚନ୍ଦ୍ର ବିଶ୍ଵାଳ, ବୈରୀ କଷ୍ଟର ର ବିଜୟିନୀ ନନ୍ଦ, ସିଆର ସି ସି ପ୍ରିୟତମା ଜେନା, ଅବସରପ୍ରାପ୍ପ୍ରଧାନ ଶିକ୍ଷକ ଶ୍ରୀକାନ୍ତକୁମାର ପ୍ରହରାଜ,ସମାଜ ସେବୀ ଅରୁଣକୁମାର ପ୍ରହରାଜ ପ୍ରମୁଖସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଥିଲେ,। ଅତିଥି ମାନଙ୍କ ଙ୍କୁ ସ୍କୁଲ୍ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ବନ୍ଦେ ଉତ୍କଳଜନନୀ ସଙ୍ଗୀତ ଗାନ କରା ଯାଇ ଭବ୍ୟ ସ୍ଵାଗତ କରାଯାଇ ଥିଲା।ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ନାଚ ଗୀତ ପରିବେଷଣ କରାଯାଇଥିଲା, କୃତି ଛାତ୍ର ଛାତ୍ରୀ ଙ୍କୁ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା,
ସ୍କୁଲ୍ ଶିକ୍ଷୟତ୍ରୀ ପ୍ରଶାନ୍ତିନୀ ଭୂୟାଁ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ, ସୁଜାତା ମାଣିକ ଅତିଥି ପରିଚୟ ପ୍ରଦାନ କରିଥିଲେ । ୧୯୪୩ ମସିହା ଠାରୁ ପ୍ରାଥମିକ ବିଦ୍ୟାଳୟ ଏହି ସ୍କୁଲ୍ ପ୍ରତିଷ୍ଠା ହୋଇ ଥିବା ବେଳେ, ଆଜି ଏହା ଉଚ୍ଚ ବିଦ୍ୟାଳୟ ରେ ପରିଣତ ହେବା ସହିତ 5t ରେ ରୂପାନ୍ତରିତ ହୋଇ ଉନ୍ନତ ଶ୍ରେଣୀଗୃହ ରେ ଶିକ୍ଷା ପ୍ରଦାନ କରାଯାଉଛି। ବିଦ୍ୟାଳୟ ର ଶିକ୍ଷକ ଉତ୍ତମ ଚଦ୍ର ଷଡ଼ଙ୍ଗୀ ମଞ୍ଚ ପରିଚାଳନା କରିଥିଲେ। ସ୍କୁଲ୍ କମିଟି ସଭାପତି ପ୍ରମୋଦ ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ।ଅନ୍ୟ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ପରିଚାଳନା କମିଟି ସଭ୍ୟ ସଭ୍ୟାଓ ଅବିଭାବକ ମଣ୍ଡଳୀ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ news




