State
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମ୍ବେଦକର ସେବା ସଂଗଠନ ପକ୍ଷରୁ ଗଣ ଧାରଣା


ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଆମ୍ବେଦକର ସେବା ସଂଗଠନ ପକ୍ଷରୁ ଗଣ ଧାରଣା ଦେଇଛନ୍ତି। ସେମାନେ ପ୍ରଥମେ ଆମ୍ବେଦକର ଙ୍କ ପ୍ରତି ମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରି ଆମ୍ବେଦକର ଙ୍କ ଜୟ ଗାନ କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଦେଇଥିଲେ । ଶୁକ୍ରବାର ଦିନ ୧୧.୧୫ ମିନିଟ ଠାରୁ ଏହି ଗଣ ଧାରଣା ଆରମ୍ଭ ହୋଇଥିଲା ବେଳେ ଜିଲ୍ଲା ର ସମସ୍ତ ବ୍ଲକ୍ ରୁ ଶତାଧିକ କର୍ମକର୍ତ୍ତା ଯୋଗଦେଇଥିଲେ । ଅନୁସୂଚିତ ଜନ ଜାତି ଉପରେ ବଢ଼ୁ ଥିବା ନିର୍ଯାତନା ଏଥି ପ୍ରତି ପ୍ରଶାସନ ର କୌଣସି ପଦକ୍ଷେପ ନ ନେବା ନେଇ । ଏହି ଆନ୍ଦୋଳନ କୁ ବଢ଼ାଇବା କୁ କହିଛନ୍ତି ।




