ରାଜନଗର ବ୍ଲକ ଯାଦବ ମହାସଭା ତରଫରୁ ମୁଖ୍ୟମନ୍ତ୍ରୀ ଓ ଆମ ଓଡିଶା ନବୀନ ଓଡିଶା ର ଅଧକ୍ଷ ଭିକେ ପାଣ୍ଡିଆନ ଙ୍କୁ କୃତଜ୍ଞତା ଜଣାଇଲେ


ଆଙ୍କର :-ରାଜନଗର ବ୍ଲକ ମୁଖ୍ୟାଳୟ ସ୍ଥିତ ଯାଦବ ମହାସଭା କାର୍ଯ୍ୟାଳୟ ରେ ବିଭିନ୍ନ ପଂଚାୟତ ରୁ ଆସିଥିବା ସଦସ୍ୟ ଓ ସଦସ୍ୟା ମାନଙ୍କୁ ନେଇ ଏକ ସାଧାରଣ ଅଧି ବେସନ ଅନୁଷ୍ଠିତ ହୋଇ ଯାଇଛି,! ତେବେ ଏହି ପରି ପ୍ରେକ୍ଷୀରେ ରାଜନଗର ବ୍ଲକ ଯାଦବ ମହାସଭା ର ସଭାପତି ଅସିତ କବିଙ୍କ ପୁରୋହିତ ରେ ଅନୁଷ୍ଠିତ, ଆଜିକାର ଏହି ବୈଠକ ରେ ରାଜନଗର ବ୍ଲକର ସମସ୍ତ ପଂଚାୟତ ମହାସଭା ର ସଭାପତି ଓ ସମ୍ପାଦକ ମାନେ ଯୋଗ ଦେଇ ମହାସଭା କିପରି ଆଗକୁ ବଢିବ ଓ ଆମ ଓଡିଶା ନବୀନ ଓଡିଶା ମାଧ୍ୟମ ରେ ମନ୍ଦିର ପାଇଁ ମିଳିଥିବା ଅର୍ଥ ସହାୟତା ରଶି
ନିମନ୍ତେ ଆଲୋଚନା କରିଥିଲେ, ଏଥି ପାଇଁ ସଙ୍ଘ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆମ ଓଡିଶା ନବୀନ ଓଡିଶା ର ଅଧକ୍ଷ ଶ୍ରୀଯୁକ୍ତ ଭିକେ ପାଣ୍ଡିଆନ ଙ୍କୁ କୃତଜ୍ଞତା ଜଣାଇଛନ୍ତି! , ଏହି ବୈଠକ ରେ ସମ୍ପାଦକ ସର୍ବେଶ୍ୱର ଦାସ, ଯୁବ ସଭାପତି ଦେବାଶିଷ ପାଣ୍ଡଵ,(ଉପ -ସମ୍ପାଦକ କେନ୍ଦ୍ରାପଡ଼ା ଜିଲ୍ଲା,ଗନ୍ଧର୍ବ ଦାସ, ) ରାଜନଗର ବ୍ଲକ ଉପ -ସଭାପତି ବିଦ୍ୟାଧର ପଲାଇ ) (ଉପ -ଦେଷ୍ଟା କିଶୋର ଚନ୍ଦ୍ର ଦାସ ) (ଉପ – ସଭାପତି କବିରାଜ ପଲାଇ ) ପ୍ରଦୀପ ପାଣ୍ଡଵ, ଅଜୟ ଦାସ (ଗୁପ୍ତି )ଅଲେଖ ପଲାଇ,ବିଦ୍ୟାଧର ପଲାଇ, ରବୀନ୍ଦ୍ର ଦାସ, ରବୀନ୍ଦ୍ର କୁମାର ପଲାଇ (ବଳରାମପୁର ) ଅଜୟ ପଲାଇ, ସମୀର ପାଣ୍ଡଵ (ମହିଂସାସୁର ପଂଚାୟତ ) ରବୀନ୍ଦ୍ର କୁମାର ଦାସ (ବ୍ରାହ୍ମଣ ସାହି ପଞ୍ଚାୟତ ) ସାନ ନାଉ କୋଣା ପ୍ରମୁଖ ଉପସ୍ଥିତ ଥିଲେ!!
*କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀଙ୍କ ରିପୋର୍ଟ (ସମର୍ଥ ନିୟୁଜ )*




