Education

ସାମୟିକ କ୍ରୀଡା ଶିକ୍ଷକ ଙ୍କ ପକ୍ଷରୁ ମୁଖ୍ୟ ମନ୍ତ୍ରୀ ପୁରସ୍କାର ପ୍ରାପ୍ତ CRCC ଙ୍କୁ ସମ୍ବର୍ଦ୍ଧନା,

 

ଆଜି ସାମୟିକ କ୍ରୀଡା ଶିକ୍ଷକ ସଂଘ ଛତିଆ ପକ୍ଷରୁ ମୁଖ୍ୟ ମନ୍ତ୍ରୀ ପୁରସ୍କାର ପ୍ରାପ୍ତ ଛତିଆ ଇଛା ନଗର ପାଟଣା କ୍ଲ ଷ୍ଟର CRCC ରଶ୍ମିରଂଜନ ଷେଣ୍ଢ ଙ୍କୁ ସମ୍ବର୍ଦ୍ଧିତ କରାଯାଇଅଛି,ଏହି ଉପଲକ୍ଷେ ଛତିଆ କ୍ଲ ଷ୍ଟର କାର୍ଯାଳୟ ଠାରେ ଆୟୋଜିତ ସମ୍ବର୍ଦ୍ଧନା ସଭା ରେ କ୍ରୀଡା ଶିକ୍ଷକ ଶଙ୍କର ମହାପାତ୍ର ଅଧକ୍ଷତା କରିଥିଲେ, CRCC ଶ୍ରୀଯୁକ୍ତ ଷେଣ୍ଢ ଙ୍କ କୃତିତ୍ୱ ସମ୍ପର୍କ ରେ ଆଲୋଚନା କରାଯାଇଥିଲା, ଉତ୍ତରୀୟ ପୁଷ୍ପ ଗୁଚ୍ଛ ଓ ମାନ ପତ୍ର ଦେଇ ସମ୍ବର୍ଦ୍ଧିତ କରିଵା ସହିତ ତାଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ, ଉକ୍ତ ସଭାରେ ଛତିଆ ସାମୟିକ କ୍ରୀଡା ଶିକ୍ଷକ ମନୋଜ ସାହୁ ଅମରେନ୍ଦ୍ର ସାମନ୍ତରାୟ ଭବାନୀ ଶଙ୍କର ସେନାପତି ଭବାନୀ ଶଙ୍କର ମହାପାତ୍ର ସୁରେନ୍ଦ୍ର ବିଶ୍ୱାଳ ବୀରେନ୍ଦ୍ର ବିକ୍ରମ ପ୍ରତାପ ସିଂହ ଓ ସିଲୁ ପାଲ ପ୍ରମୁଖ ଉପସ୍ଥିତ ରହିଥିଲେ, ଗେଡ଼ ଭାଇ ଧନ୍ୟବାଦ ଦେଇଥିଲେ, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ

Related Articles

Back to top button