Education

ସରକାରୀ ମହାବିଦ୍ୟାଳୟ ର ଭୂତପୂର୍ବ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ହାଜୀ ସେଖ ନସିମ ଉଦ୍ଦିନଙ୍କ ଘରେ ଏକ ବୈଠକ

 

ଗତ ୦୪-୦୨-୨୦୨୪ ସକାଳ ୧୦ ଘଟିକା ସମୟରେ ସମ୍ମାନୀୟ ହାଜୀ ସେଖ ସମୀରୁଦ୍ଦିନ ସରକାରୀ ମହାବିଦ୍ୟାଳୟ ର ଭୂତପୂର୍ବ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ହାଜୀ ସେଖ ନସିମ ଉଦ୍ଦିନଙ୍କ ଘରେ ଏକ ବୈଠକ ହୋଇଥିଲା। ଯେଉଁଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ମାନ୍ୟବର ଡଃ ହଲିମ ଖାଁ, ତଥା କୃଷ୍ଣାନନ୍ଦପୁର ଓ ତେଣ୍ଡାକୁଡା ଗ୍ରାମ ପଞ୍ଚାୟତର ବିଶିଷ୍ଟ ଶିକ୍ଷାବିତ ଓ ଶିକ୍ଷା ପ୍ରତି ଭଲ ମନୋଭାବ ରଖିଥିବା ଶିକ୍ଷା ପ୍ରେମି ଭାଇମାନେ, ଆମ ଡେଲଟା ମଧ୍ୟରେ *ଏକ ମହିଳା କଲେଜ* *ଗଠନ କରିବାକୁ ଆପୋଷ ମତ ବ୍ୟକ୍ତ‌* *କରିଥିଲେ। ଯେଉଁଥିରେ ଉଭୟ ଗ୍ରାମବାସୀ ଅଭିଭାବକ ମାନଙ୍କୁ ଅନୁରୋଧ କରାଯାଇଥିଲା ଯେ ଆସନ୍ତା ରବିବାର ତା ୧୮-୦୨-୨୦୨୪ ରେ ପୁନର୍ବାର ବୈଠକ କରାଯାଇ, ଏକ ପରିଚାଳନା କମିଟି ଗଠନ କରି କାର୍ଯ୍ୟ କୁ ତୋରାନ୍ୟତ କରାଯିବ, ଯେଉଁ ଭଦ୍ରବ୍ୟକ୍ତି ମାନେ ଉପସ୍ଥିତ ଥିଲେ, ହାଜୀ ସେଖ ନସିମ ଉଦ୍ଦିନ, ହାଜୀ ଡଃ ହଲିମ ଖାଁ, ହାଜୀ ସେଖ ତୟବ ଅଲି, ସେଖ ଅବୁଲ ଫୈଜ, ମୋ ଲାନା ସୋଫିୟାନ, ସେଖ ଇଦ୍ରୀସ ଅଲି, ପ୍ରଧାନଶିକ୍ଷକ ସେଣ୍ଟ୍ରାଲ ସ୍କୁଲ କେନ୍ଦ୍ରାପଡ଼ା, ମିର ଅନିସ ଉଦ୍ଦିନ, ମହମ୍ମଦ ଅବ୍ଦୁଲ ଓୱହୀଦ, ନୁର ମହମ୍ମଦ,ସେଖ ଅବୁ ସୋଫିୟାନ, ସେଖ ସନାଓର ଅଲି (ଭେଙ୍କେଟେସ୍ବର ଇଙ୍ଗଲିସ ମେଡିୟମ ସ୍କୁଲ) ସେଖ ମହେବୁବ ଅଲି, ହାଜୀ ସେଖ କଲିମୁଲଲା, ମିର ମହମ୍ମଦ କଲିମ, ମିର ମହମ୍ମଦ ୱସିମ ଉଦ୍ଦିନ ମିର ମହମ୍ମଦ ଜସିମ ଉଦୀନ, ମିର ମହମ୍ମଦ ସମିମ ଉଦ୍ଦିନ ସେଖ ରମଜାନ ଅଲି, ସେଖ ସନାଓର ଅଲି, ଗୋଲେଖ ବିହାରୀ ଜେନା ପୂର୍ବତନ ସରପଞ୍ଚ, ବହୁ ସଂଖ୍ୟକ ଭଦ୍ରବ୍ୟକ୍ତି ମାନେ ଯୋଗଦେଇଥିଲେ। *ତିର୍ତ୍ତୋଲ ରୁ ସନାଓର* *ଅଲିଙ୍କ ରିପୋର୍ଟ ସମର୍ଥ* *ନିୟୁଜ ଓଡ଼ିଶା*

Related Articles

Back to top button