State

ଗୋଲଖ ମହାରାଜ ଙ୍କ ପରଲୋକ

ଉତ୍କଳ ସତ୍ୟ ଧର୍ମ ପରିବାର ଓଡିଶା ର ଦେବ ଦାସ ଜୋକ ଡିଆଁ ଗ୍ରାମସ୍ଥିତ ବାଲ ବ୍ରହ୍ମ ଚାରୀ ଆଶ୍ରମ ମହନ୍ତ ପରମ ପୂଜ୍ୟ ଗୋଲଖ ମହାରାଜ ଗତ ମଙ୍ଗଳ ବାର ଦିନ ସ୍ଵର୍ଗା ରହଣ କରିଛନ୍ତି, ଏଥି ପାଇଁ ସତ୍ୟ ଧର୍ମ ପରିବାର ପକ୍ଷରୁ ଗଭୀର ଶୋକ ପ୍ରକଟ କରାଯାଇଅଛି, ଆଶ୍ରମ ପରିସର ମଧ୍ୟରେ ତାଙ୍କୁ ସମାଧି ଦିଆଯାଇଥିଲା, ଶହ ଶହ ଶିଷ୍ୟ ଶିଷ୍ୟା ନାମ ସଂକୀର୍ତନ କରି ଏକ ଶୋକାକୁଳ ପରିବେଶ ମଧ୍ୟରେ ତାଙ୍କ ଅନ୍ତେଷ୍ଟି କ୍ରିୟା ସମ୍ପର୍ଣ୍ଣ କରିବେ ବୋଲି ଆଶ୍ରମ ପକ୍ଷରୁ ସୂଚନା ଦିଆଯାଇଅଛି, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ

Related Articles

Back to top button