Religion
ଗୀତା ଉପନିଷଦ ଆଲୋଚନା ଚକ୍ର


ଆଜି ସୋଲର ମା ମଙ୍ଗଳା ଙ୍କ ପୀଠରେ ଏକ ଗୀତା ଉପନିଷଦ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି, ପଣ୍ଡିତ ପ୍ରଦୀପ୍ତ କୁମାର ମିଶ୍ର ଏଥିରେ ସଭାପତିତ୍ୱ କରିଥିବା ବେଳେ ନବ କିଶୋର ବିଶ୍ୱାଳ ସଂଚାଳନ କରିଥିଲେ, ପୁରୁଷୋତ୍ତମ ନାୟକ ନିରଞ୍ଜନ ପଣ୍ଡା ବିଭୁତି ମହାପାତ୍ର ରବୀନ୍ଦ୍ର ସାହୁ ପ୍ରମୁଖ କର୍ମ ଯୋଗ ଓ ଜ୍ଞାନ ଯୋଗ ଉପରେ ଗଭୀର ଆଲୋକପାତ କରିଥିଲେ, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ news



