Education

ପ୍ରଥମ ବାର୍ଷିକ ଇନ୍ଦୁମତୀ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଉତ୍ସବ ମୁଖରିତ ହୋଇଥିଲା

 

 

 ରାଜନଗର ବ୍ଲକ. ନୋଧା ବସନ୍ତ ଜୁନୁପାଙ୍ଗରା . ଗ୍ରାମ ରେ ଇନ୍ଦୁମତୀ. ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ର ପ୍ରଥମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଇଛି. ତେବେ ଉକ୍ତ ଉତ୍ସବ ରେ ସମ୍ପାଦିକା ମୋନାଲିସା ଜେନା ଙ୍କ ପୌର ହିତରେ ଆୟୋଜିତ ଉତ୍ସବ ରେ ମୁଖ୍ୟ ପରିଚାଳକ ଗୋବିନ୍ଦ ଚନ୍ଦ୍ର ଜେନା. ଓ ଅଧକ୍ଷ ଶ୍ରୀଯୁକ୍ତ ଅନାଦି ଚରଣ ଜେନା ଙ୍କ ତତବଧାନ ରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ସର୍ବେଶ୍ୱର ଲେଙ୍କା (ଅଧକ୍ଷ ଅଷ୍ଟଶମ୍ଭୁ ସଂସ୍କୃତ ମହାବିଦ୍ୟାଳୟ.) ମୁଖ୍ୟ ବକ୍ତା ବିଜୟ କୁମାର ଜେନା ( ପୂର୍ଵ ତନ ଏ. ବି. ଓ. ରାଜନଗର.) ସଂମ୍ମାନନିତ ଅତିଥି ଶ୍ରୀଯୁକ୍ତ ଅଭିମନ୍ୟୁ ବରାଳ. (ପୂର୍ଵ ତନ ପ୍ରଧାନ ଶିକ୍ଷକ.) ବକ୍ତା ବିରଞ୍ଚି ନାରାୟଣ ବେହେରା,ଅତିଥି କୈଳାଶ ଚନ୍ଦ୍ର କୁଣ୍ଡ, ଅତିଥି ଶ୍ରୀଯୁକ୍ତ ପ୍ରମୋଦ କୁମାର ପଣ୍ଡା. ଓ ଅକ୍ଷୟ କୁମାର ମିଶ୍ର ( ଟ୍ରଷ୍ଟ୍ରି. ପ୍ରାକ୍ତନ ଅଧକ୍ଷ ଶୈଳେନ୍ଦ୍ର ) ନାରାୟଣ ସଂସୃତ ମହାବିଦ୍ୟାଳୟ ପ୍ରମୁଖ ଯୋଗ ଦେଇ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ତମ ଛାତ୍ର ଗଠନ ଦିଗରେ ଅଭି ଭାଷଣ ପ୍ରଦାନ କରିଥିଲେ. ଆଜିର ଶିଶୁ ଆସନ୍ତା କାଲିର ନାଗରିକ, ଏହି ବିଦ୍ୟାଳୟ ର ଶିକ୍ଷାଦାନ କିପରି ଉନ୍ନତି ହୋଇପାରିବ ବିଦ୍ୟାଳୟ ରେ ପାଠ ପଡୁଥିବା ଛାତ୍ର ଛାତ୍ରୀ ମାନେ ଭାଷା. ସଂସ୍କୃତି. କ୍ରୀଡା. ସଂଗୀତ. ଚିତ୍ରାଙ୍କନ. ଐତିହ.. ଶିକ୍ଷା କିପରି ପାରାଦର୍ଶିତା ଖୁବ ଲାଭ କରି ଜଣ ଆଦର୍ଶ ଛାତ୍ର ହୋଇ ଦେଶ ବିଦେଶ ରେ ନିଜ ର ନାମ ରଖିବା ସହିତ ଇନ୍ଦୁମତୀ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ନାମ ରଖି ପାରିବ ସେଥିପ୍ରତି ଯତ୍ନବାନ ହେବାକୁ ଉଚିତ ପରାମର୍ଶ ଦେଇଥିଲେ.. ସର୍ବ ଶେଷରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା. ପରିଚାଳକ ଗୋବିନ୍ଦ ଚନ୍ଦ୍ର ଜେନା. ଙ୍କ ସମେତ ଇନ୍ଦୁମତୀ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ର ଗୁରୁଜୀ. ଗୁରୁମା ସେମାନେ ହେଲେ ପ୍ରଧାନ ଆର୍ଚାଯ୍ୟ ସୁରେଶ କୁମାର ରାଉତ, ସର୍ବେଶ୍ୱର ଦାସ, ବିଦୂତପ୍ରଭା ପ୍ରଦାୟନୀ, ଲଷ୍ମୀପ୍ରିୟା ପଡିହାରୀ, ବୈଶାଳୀ ଜେନା, ମମତା ରାଉତ, ସୋନାଲି ଜେନା, କରିସ୍ମା ବଳ, ମନ୍ଦୋଦରୀ ଖଟୁଆ, ଇତିଶ୍ରୀ ପରିଡା, ରମାକାନ୍ତ ରାଉତ, ଲଷ୍ମୀପ୍ରିୟା ମହାନ୍ତି, ସ୍ମୃତି ପ୍ରଜ୍ଞା ରାଉତ, ମଳୟ କୁମାର ଦାସ, ସମେତ ଅଭିଭାବକ ଙ୍କ ସହ ଅଭିଭାବିକା ତଥା ସ୍ଥାନୀୟ ଅଞ୍ଚଳ ର ଶିକ୍ଷାବିତ୍ତ, ବୁଦ୍ଧିଜୀବୀ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ଶତାଧିକ,ବାଟୋଇ ଲୋକମାନେ ଉପସ୍ଥିତ ଥିଲେ,!

 

 

*କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀଙ୍କ ରିପୋର୍ଟ (ସମର୍ଥ ନିୟୁଜ )*

Related Articles

Back to top button