ବଡ଼ଚଣା ଶିକ୍ଷା ମଣ୍ଡଳ ଅଧୀନ ସରକାରୀ ଉର୍ଣ୍ଣିତ ମଧ୍ୟ ଇଂରାଜୀ ବିଦ୍ୟାଳୟ, ବାତୋ ର ବାର୍ଷିକ ଉତ୍ସବ ମହା ସମାରୋହ ରେ ପାଳିତ


ବଡ଼ଚଣା ଶିକ୍ଷା ମଣ୍ଡଳ ଅଧୀନ ସରକାରୀ ଉର୍ଣ୍ଣିତ ମଧ୍ୟ ଇଂରାଜୀ ବିଦ୍ୟାଳୟ, ବାତୋ ର ବାର୍ଷିକ ଉତ୍ସବ ମହା ସମାରୋହ ରେ ପାଳିତ ହୋଇଯାଇଅଛି, ସ୍ବର୍ଗତ ସମାଜ ସେବୀ ବଟ କୃଷ୍ଣ ମହାନ୍ତି ଙ୍କ ସ୍ମୃତି ଉଦେଶ୍ବରେ ବଟକୃଷ୍ଣ ସ୍ମୃତି ସଂସଦ ପକ୍ଷରୁ ସମସ୍ତ ପୁରସ୍କାର ଟ୍ରଫି ମାନ ବିଦ୍ୟାଳୟ କୁ ପ୍ରଦାନ କରାଯାଇଥିଲା ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବ ରେ ପ୍ରଥମେ ଛାତ୍ର ଛାତ୍ରୀ ମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ମାନସ ରଞ୍ଜନ ମହାନ୍ତି ସଭା କାର୍ଯ୍ୟ ପରିଚାଳନା କରିଥିଲେ, କଟକ ଜିଲ୍ଲା ଜଜ କାର୍ଯ୍ୟାଳୟ ର ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ଲଷ୍ମୀ ନାରାୟଣ ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କ ଉଦ୍ଧେଶ୍ୱରେ ଅଭିଭାଷଣ ପ୍ରଦାନ କରିଥିଲେ, ଶିକ୍ଷକ ପ୍ରତିନିଧି ତଥା ପ୍ରାକ୍ତନ ସମିତି ସଭ୍ୟ ଚିନ୍ମୟ ମହାନ୍ତି, ସି୍ଧେଶ୍ୱର ବିଦ୍ୟାପୀଠ ର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଅବ ଦୁଲ କଲାମ ବକ୍ସ, ମୋ ସ୍କୁଲ ଅଭିଯାନ ର ସଭାପତି କାର୍ତିକ ଚନ୍ଦ୍ର ହୋତା SMC ଚେ ୟା ର ପର୍ସନ ପ୍ରସନ କୁମାର ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ, ପ୍ରଧାନ ଶିକ୍ଷକ ସୌଭାଗ୍ୟ ରଞ୍ଜନ ଦାଶ ଙ୍କ ପ୍ରତେକ୍ଷ୍ୟ ତତ୍ୱା ବଧାନ ରେ ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବ ରେ ସହକାରୀ ଶିକ୍ଷକ ପ୍ରଭାତ କୁମାର ମଲିକ ଅତିଥି ପରିଚୟ ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ, ମଂଚାସୀନ ଅତିଥି ମାନେ କୃତି ଛାତ୍ର ଛାତ୍ରୀ ଙ୍କୁ ମାନ ପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ, ମଧୁସ୍ମିତା ଜେନା ନୃତ୍ୟପରିବେଷଣ କରିଥିଲେ,
ସୁଧାକର ତରାଇ ଧନ୍ୟବାଦ ଅର୍ପଣ କରିଥିଲେ, ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ବିଭିର୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ନାଚ ଗୀତ ଆଦି ପରିବେଷଣ କରାଯାଇଥିଲା, ଶିକ୍ଷୟତ୍ରୀ ବନ ଲଷ୍ମୀ ମହାନ୍ତି ଜମିମା ଖାନନ ବର୍ଷା ବୈଶାଳୀ ମିଶ୍ର ରଶ୍ମି ରେଖା ବେଜ ସାନ୍ତା ପଟନାୟକ ସମସ୍ତ ଅଭିଭାବକ ପରିଚାଳନା କମିଟି ସଭ୍ୟ ସଭ୍ୟା କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ, ବଡ଼ଚଣା ରୂ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ




