Education

1987ମାଟ୍ରିକ ବ୍ୟାଚ ର ବନ୍ଧୁ ମିଳନ ଉତ୍ସବ

 

ଗାନ୍ଧୀ ଶିକ୍ଷା ଶ୍ରମ କଇଥା ଚମ୍ପାପୁର 1987ମାଟ୍ରିକ ବ୍ୟାଚ ର ଏକ ବନ୍ଧୁ ମିଳନ ଉତ୍ସବ ଆଜି ଛତିଆ ଅମରବତୀ ମଠ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଅଛି, ସମସ୍ତ ଛାତ୍ର ଛାତ୍ରୀ ଏକ ଜୁଟ ହୋଇ ଅତୀତର ସ୍ମୃତି କୁ ମନେ ପକାଇଥିଲେ, ପରସ୍ପର କୁ ବଧେଇ ଜଣାଇଥିଲେ, ବିଧେଇ ବନ୍ଧୁ ଙ୍କ ଉଦେଶ୍ୟ ରେ ସ୍ମୃତି ଚାରଣ କରିଥିଲେ, ଭାଗ୍ୟଶ୍ରୀ ଭାରତୀ ଦାଶ ଙ୍କ ତତ୍ୱା ବଧାନ ରେ ଆୟୋଜିତ ସଭାରେ ହେମନ୍ତ ନାୟକ ଅଧକ୍ଷତା କରିଥିଲେ, ଦିଲୀପ ଦାସ ସଂଚାଳନ କରିଥିଲେ, ଦମୟନ୍ତୀ ଦାସ କଳ୍ପନା ଦାଶ ମିନତୀପାଲ ସନ୍ଧ୍ୟାରାଣୀ ଶତପଥି ବିଳାସିନୀ ବାଇ ଅରୁଣ କୁମାର ନାୟକ କାର୍ତିକ ଖୁଣ୍ଟିଆ ଅମର ସ୍ୱାଇଁ ଜ୍ୟୋତି ରଞ୍ଜନ ସାହୁ ଲିଙ୍ଗରାଜ ସାହୁ ପବିତ୍ର ରାଉତ ନିରଞ୍ଜନ ରାଉତ ପ୍ରସନ କାନୁନଗୋ ପୁର୍ଣ ଚନ୍ଦ୍ର ଦାଶ ଙ୍କ ସମେତ ଏହି ବ୍ୟାଚ ର ସମସ୍ତ ଛାତ୍ର ଛାତ୍ରୀ କାର୍ଯ୍ୟକ୍ରମ କୁ ଅତି ସୁନ୍ଦର ଭାବରେ ପରିଚାଳନା କରିଥିଲେ, ବଡ଼ଚଣା ରୂ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ

Related Articles

Back to top button