Country

ମାଇନୋରିଟୀ ୱେଲଫେୟାର ସୋସାଇଟିର ଗଣତନ୍ତ୍ର ଦିବସ ଜାତୀୟ ପତାକା ଉତ୍ତୋଳନ

 

ମାଇନୋରିଟୀ ୱେଲଫେୟାର ସୋସାଇଟିର ଗଣତନ୍ତ୍ର ଦିବସ ଜାତୀୟ ପତାକା ଉତ୍ତୋଳନ ଉତ୍ସବ ରେ ମାନ୍ୟବର ଯୁବ ସମାଜସେବୀ ତଥା ଉର୍ଦ୍ଧୁ ଏକାଡେମୀର ସମ୍ମାନୀୟ ସଦସ୍ୟ, ଭୂତପୂର୍ବ ରଘୁନାଥ ପୁର ବ୍ଲକ ସମିତି ସଭ୍ୟ ମିର୍ଜା ମହେବୁବ ବେଗ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ, ସୋସାଇଟିର ଅଧ୍ୟକ୍ଷ ହାଜୀ ସେଖ ସଲାଉଦ୍ଦିନ, ସାଧାରଣ ସମ୍ପାଦକ ହାଜୀ ସେଖ ତୟବ ଅଲି, ସେକ୍ରେଟାରୀ ମହମ୍ମଦ ହୁସେନ, ସୋସାଇଟିର କୋଷାଧ୍ୟକ୍ଷ ମହମ୍ମଦ ଜକରିୟା, ସୋସାଇଟିର ପୂର୍ବତନ କୋଷାଧ୍ୟକ୍ଷ ମିର୍ଜା ଅଦନାନ ବେଗ୍, ଅମୀର ପରଞେଜ, ସେଖ ସାହିଦ୍ ଅଲି, ମିର୍ଜା ଅସଲମ ବେଗ୍, ମହମ୍ମଦ ମୁସ୍ତାକିମ, ଅତିକ୍ ଆଲମ୍, ମିର୍ଜା ଫରଜାନ ବେଗ୍, ମିର୍ଜା ଫର୍ହାନ ବେଗ, ସୋସାଇଟିର ଚିୟର ପରସନ୍ ସେଖ ସନାଓର ଅଲି ଉପସ୍ଥିତ ଥିଲେ, ସମାଜ ସେବୀ ସଙ୍ଗଠନ ର ଉଦ୍ଧେଶ୍ୟ ଉତ୍ତମ ସ୍ଵାସ୍ଥ୍ୟ ଓ ଆଦର୍ଶ ଶିକ୍ଷା ର ପ୍ରସାରଣ ଓ ସ୍ବଚ୍ଛସେବା ପାଇଁ ଆଲୋଚନା କରାଯାଇଥିଲା, ସଭା ଶେଷରେ ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା

Related Articles

Back to top button