Country

ଢେଙ୍କାନାଳ ଡାକ ମଣ୍ଡଳ ତରଫରୁ ଅଦ୍ୟତା 26,01.2024 ରିଖ ଶୁକ୍ରବାର ଦିନ 75 ତମ ସାଧାରଣ ତନ୍ତ୍ର ଦିବସ ପାଳିତ

ଢେଙ୍କାନାଳ ଡାକ ମଣ୍ଡଳ ତରଫରୁ ଅଦ୍ୟତା 26,01.2024 ରିଖ ଶୁକ୍ରବାର ଦିନ 75 ତମ ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଯାଇଛି।ଅଥିରେ ସମସ୍ତ ଡାକ କର୍ମଚାରୀ ଉତ୍ସାହର ସହ ଭାଗ ନେଇ ଥିଲେ।ଉକ୍ତ ଗଣତନ୍ତ୍ର ଦିବସ ରେ ଶ୍ରୀ ଯୁକ୍ତ ଜଗଦୀଶ ଦାସ , ଡାକ ଅଧୀକ୍ଷକ, ଢେଙ୍କାନାଳ ଡାକ ମଣ୍ଡଳ ଉପସ୍ଥିତ ରହି ଜାତୀୟ ପତାକା ଉତ୍ତୋଳନ କରି ବିଭାଗୀୟ କର୍ମଚାରୀଙ୍କୁ ଜନହିତ କର ସେବା ରେ ନିଜ କୁ ଉତ୍ସ୍ରଗ କରି ଭାରତୀୟ ଡାକ ବିଭାଗର ସମସ୍ତ ଯୋଜନା କୁ ଜନ ସାଧାରଣ ପାଖରେ ପହଞ୍ଚାଇବାକୁ ପରାମର୍ଶ ଦେଇଥିଲେ। ଏହି ଉତ୍ସବ ରେ ଡାକ ମଣ୍ଡଳ ର ସହାୟକ ଅଧୀକ୍ଷକ, ନିଳମଣି ଜନୀ,ଅଫିସ ସୁପର ଭାଇଯର୍ ଶ୍ରୀଯୁକ୍ତ ବିଷ୍ଣୁ ଚରମ ନାୟକ, ଢେଙ୍କାନାଳ ସବ୍ ଡଭିଜନ୍ ର ଡାକ ନିରୀକ୍ଷକ ଶ୍ରୀ ସଦାଶିବ ରାଉତ,ପୋଷ୍ଟ ମାଷ୍ଟର ସୁରେଶ ଚନ୍ଦ୍ର ସ୍ବାଇଁ, ଅପିଏମ୍ ଶ୍ରୀ ଅଶୋକ କୁମାର ନନ୍ଦ ଓ ଅନ୍ୟାନ୍ୟ ଡାକ କର୍ମଚାରୀ ବୃନ୍ଦ ଯୋଗଦେଇ ଥିଲେ।

Related Articles

Back to top button