State
୭୫ ତମ ସାଧାରଣତନ୍ତ୍ର ଦିବସ ପାଳନ


ରିପୋର୍ଟ -Deep Narayan Sarangi Samartha News Dhenkanal
Place -ଢେଙ୍କାନାଳ
Date -26,01,24
Faramat -AVB
Anchor -ଢେଙ୍କାନାଳ ସହରରେ ଥିବା ମୁଖ୍ୟ ଷ୍ଟାଡିଅମ ପଡିଆରେ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେରେ ଢେଙ୍କାନାଳ ଜିଲ୍ଲାପାଳ ମନୋରଞ୍ଜନ ମଲ୍ଲିକ ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଲିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ l ଏହି ଅବସରେ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ l ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଓ ପୋଲିସ ବିଭାଗର ପ୍ୟାରେଡରେ ଅଂସଗ୍ରହଣ କରିଥିଲେ ଓ ଶେଷରେ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କାର ବିତରଣ କରିଥିଲେ l





