State

ଶଷିଦେବୀ ବାଳିକା ଉଚ୍ଚ ବିଦ୍ୟାଳୟ ଛତିଆ ରେ ପ୍ରଧାନ ଶିକ୍ଷୟତ୍ରୀ ସବିତା ବାରିକ ଜାତୀୟ ପତାକା ଉତ୍ତଳନ

ଶଷିଦେବୀ ବାଳିକା ଉଚ୍ଚ ବିଦ୍ୟାଳୟ ଛତିଆ ରେ ପ୍ରଧାନ ଶିକ୍ଷୟତ୍ରୀ ସବିତା ବାରିକ ଜାତୀୟ ପତାକା ଉତ୍ତଳନ କରିଥିବା ବେଳେ ପ୍ରିୟ ନାଥ ପୃଷ୍ଟି ଦମ୍ମାନିତ ଅତିଥି ଭାବରେ ଯୋଗ ଦେଇ ସାଧାରଣ ତନ୍ତ୍ର ଦିବସ ଉପରେ ଗୁରୁତ୍ୱାରୋପ କରିଥିଲେ, ଛାତ୍ରୀ ମାନେ ଜାତୀୟ ସଂଗୀତ ଗାନ କରି ମିଷ୍ଟାର୍ଣ ଖାଇଥିଲେ, ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ,

Related Articles

Back to top button