State
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଛତିଆ ରେ ବୈରୀ ଥାନାଭାରପ୍ରାପ୍ତ ଅଧିକାରୀ ଶରତ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜାତୀୟ ପତାକା ଉତ୍ତଳନ କରିଥିଲେ


ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଛତିଆ ରେ ବୈରୀ ଥାନାଭାରପ୍ରାପ୍ତ ଅଧିକାରୀ ଶରତ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜାତୀୟ ପତାକା ଉତ୍ତଳନ କରିଥିଲେ, ଶିଶୁ ମନ୍ଦିର ର ସଭାପତି ବାମନ ଚରଣ ସାହୁ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ସାଧାରଣ ତନ୍ତ୍ର ଦିବସ ଉପରେ ଆଲୋକପାତ କରିଥିଲେ, ପ୍ରଧାନ ଗୁରୁଜୀ ନିରଞ୍ଜନ ବାରିକ ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ ସର୍ବେଶ ଷେଣ୍ଢ ଧନ୍ୟବାଦ ଅର୍ପଣ କରିଥିଲେ, ସମ୍ପାଦକ ଅଶୋକ ସାହୁ କୋଷାଧକ୍ଷ ସରୋଜ ସାହୁ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ, ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ଜାତୀୟ ସଂଗୀତ ଗାନ କରାଯାଇଥିଲା, ନାଚ ଗୀତ କାର୍ଯ୍ୟକ୍ରମ ହୋଇଥିଲା, ସମସ୍ତ ଙ୍କୁ ମିଷ୍ଟାର୍ଣ ବଣ୍ଟନ କରାଯାଇଥିଲା,




