State
ଛତିଆ ଜଗନ୍ନାଥ ହସ୍ପିଟାଲ ରେ ସମାଜ ସେବୀ ଅଶୋକ ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜାତୀୟ ପତାକା ଉତ୍ତଳନ କରିଥିଲେ


ଛତିଆ ଜଗନ୍ନାଥ ହସ୍ପିଟାଲ ରେ ସମାଜ ସେବୀ ଅଶୋକ ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜାତୀୟ ପତାକା ଉତ୍ତଳନ କରିଥିଲେ, ଅଜୟ ବିଶ୍ୱାଳ ଅଜୟ ନାଥ ବିପିନି ବିଶ୍ୱାଳ ଅନନ୍ତ ସାମଲ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ, ଏହି ଅବସର ରେ ଶିଶୁ ମନ୍ଦିର ର ଛାତ୍ର ଛାତ୍ରୀ ଙ୍କୁ ମିଷ୍ଟାର୍ଣ ବଣ୍ଟନ କରାଯାଇଥିଲା




