Country
୭୫ତମ ସାଧାରଣ ତନ୍ତ୍ର ଦିବସ ପାଳିତ।


ଅଦ୍ଯ ତା ୨୬.୦୧.୨୦୨୪ ରିଖ ଶୁକ୍ରବାର ରେ ଢେଙ୍କାନାଳ ଜିଲ୍ଲା ପୈ। ରାଞ୍ଚଳରେ ଅବସ୍ଥିତ ଡଃ ଦାଶରଥି ମିଶ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅଞ୍ଜନା ମିଶ୍ର ଜାତୀୟ ପତାକା ଉତ୍ତୋଳନ କରି ପିଲାମାନଙ୍କୁ ଦେଶପ୍ରେମୀ ତଥା ସତ୍ୟ ଧର୍ମ ନ୍ୟାୟ ର ମାର୍ଗ ରେ ଚାଲିବା ସହିତ ସାରା ପୃଥିବୀକୁ ନିଜର କୁଟୁମ୍ବ ରୂପେ ବିବେଚନା କଲେ ରାମ ରାଜ୍ୟ ପ୍ରତିଷ୍ଠା ହୋଇ ପାରିବ ବୋଲି ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ




