Country

ଢ଼େଙ୍କାନାଳ ଉପନିର୍ବାହି ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ଠାରେ ୭୫ ତମ ସାଧାରତନ୍ତ୍ର ଦିବସ ପାଳିତ

ଢ଼େଙ୍କାନାଳ ୨୬/୦୧/ ଉପନିର୍ବାହି ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ରାସ୍ତା ଓ କୋଠାବାଡ଼ି ଠାରେ ୭୫ ତମ ସାଧାରତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଉପନିର୍ବାହି ଯନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ଚୌଧୁରୀ ପତାକା ଉତ୍ତୋଳନ କରିଥିଲେ । ଦେଶାତ୍ମକ ସଙ୍ଗୀତ ଗାନ କରିବା ସହିତ ବରପୁତ୍ର ମାନଙ୍କ ନାରାବାଜି ଦେଇଥିଲେ। ଏଥିରେ ରଞ୍ଜନ କୁମାର ପରିଡ଼ା (କନିଷ୍ଠ ଯନ୍ତ୍ରୀ ) ,ରାକେଶ କୁମାର ବେହେରା,ଚକ୍ରଧର ପ୍ରଧାନ,ଅମୂଲ୍ୟ ନାୟକ ଓ ସମସ୍ତ କର୍ମଚାରୀ ଙ୍କ ଉପସ୍ଥିତିରେ ଏହି ୭୫ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି।

Related Articles

Back to top button