Country

ଷ୍ଟେଟ ବ୍ୟାଙ୍କ ପକ୍ଷରୁ ୭୫ ତମ ସାଧାରତନ୍ତ୍ର ଦିବସ ପାଳିତ


ଢ଼େଙ୍କାନାଳ୨୬/୦୧/୨୦୨୪ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ପକ୍ଷରୁ ୭୫ତମ ସାଧାରଣନ୍ତ୍ର ଦିବସ ମହା ସମାରୋହରେ ପାଳିତ ହୋଇଛି।ଏଥିରେ ଶ୍ରୀ ଦିତିକୃଷ୍ଣ ମଲିକ ପତକା ଉତ୍ତୋଳନ କରିଥିଲେ ।ଏଥିରେ ଗୋପାଳ ଚନ୍ଦ୍ର ସାହୁ ,ଜିତେନ୍ଦ୍ର କୁମାର ଦାସ ,ଏବଂ ବ୍ୟାଙ୍କ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଦେଶାତ୍ମକ ସଙ୍ଗୀତ ଗାନ କରିବା ସହିତ ବରପୁତ୍ର ମାନଙ୍କ ନାମରେ ନାରା ବାଜି ଦେଇଥିଲେ ।

Related Articles

Back to top button